ପୁରୀ: ଆଜି ସକାଳେ ପୁରୀ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବୀରହରେକୃଷ୍ଣପୁର ପଞ୍ଚାୟତ ପୋଖରିରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଠାବ ହୋଇଛିି। ମହିଳାଜଣକଙ୍କ ବୟସ ୩୫ରୁ ୪୦ ବର୍ଷ ମଧ୍ୟରେ ହେବ। ତେବେ ପୋଖରି ନିକଟରୁ ମିଳିଥିବା ଏକ ଭ୍ୟାନିଟରୁ କିଛି ମେଡିସିନ ଓ ବେଗୁନିଆର ଏକ ସୁନା ଦୋକାନରୁ ସୁନାଗହଣା କିଣିଥିବାର ରସିଦ ମିଳିଛି। ପୁଲିସ ଖବରପାଇ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।
ପୁରୀ: ପୋଖରିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ
Advertisment
Follow Us