ଭୁବନେଶ୍ବରରେ କମୁଛି ସଂକ୍ରମଣ

Advertisment
ଭୁବନେଶ୍ବରରେ କମୁଛି ସଂକ୍ରମଣ

ଭୁବନେଶ୍ବର: ଗତ ୨୪ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ୪୮୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୦୨ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୮୩ଜଣ ରହିଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

0ୂୁ

ରାଜଧାନୀରେ ଏଯାବତ ୮୩୧୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ବି ୫୫୩୪ଟି ସକ୍ରିୟ ମାମଲା ରହିଛି। ଏଯାବତ ସୁସ୍ଥ ସଂଖ୍ୟା ୭୭୨୪୨ରେ ପହଞ୍ଚିଛି। ତେବେ କରୋନା ମହାମାରୀ ହେତୁ ଭୁବନେଶ୍ବରରେ ୩୭୩ଜଣଙ୍କ ମୃତ୍ୟୁ ହୋଇଛି।

ଗତ ୨୪ଘଣ୍ଟା ମଧ୍ୟରେ ୧୦୦୪ଜଣ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe