ଘାଟିରେ ଭ୍ୟାନ ଓଲଟି ଜଣେ ମୃତ, ୧୪ ଆହତ

Advertisment
ଘାଟିରେ ଭ୍ୟାନ ଓଲଟି ଜଣେ ମୃତ, ୧୪ ଆହତ

ସାଙ୍କେତିକ ଫଟୋ

ମୋହନା: ଅଡବା ଥାନା ଟୁମାଙ୍ଗପଦର ଘାଟିରେ ଭ୍ୟାନ ଓଲଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ଜଣ ଆହତ ହୋଇଛନ୍ତି। ତେବେ ଭ୍ୟାନ୍‌ଟି ଚୁଡଙ୍ଗପୁର ସପ୍ତାହିକ ହାଟରୁ ଫେରୁଥିଲା ବେଳେ ଏହି ଦୁର୍ଘଟଣା ଘଟିଥିବା କଥା କୁହାଯାଉଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe