ଘର ଭିତରୁ ବିଷଧର ସାପ ଉଦ୍ଧାର

Advertisment

ଦେଓଗାଁ ସଦର ପଞ୍ଚାୟତର କନ୍ଧପାଲି ପଡ଼ାରୁ ଏକ ଜୀବନ୍ତ ନାଗ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିବା ଜଣାପଡିଛି। କଛାର ପାଲି କନ୍ଧ ପାଲି ପଡାର ଲଳିତ କୁଆରଙ୍କ ଘରେ ଏକ ନାଗ ସାପ ପଶିଆସିବାରୁ ପରିବାର ଲୋକେ ଭୟଭୀତ ହୋଇ ପଡ଼ିଥିଲେ।

ଦେଓଗାଁ ସଦର ପଞ୍ଚାୟତର କନ୍ଧପାଲି ପଡ଼ାରୁ ଏକ ଜୀବନ୍ତ ନାଗ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିବା ଜଣାପଡିଛି। କଛାର ପାଲି କନ୍ଧ ପାଲି ପଡାର ଲଳିତ କୁଆରଙ୍କ ଘରେ ଏକ ନାଗ ସାପ ପଶିଆସିବାରୁ ପରିବାର ଲୋକେ ଭୟଭୀତ ହୋଇ ପଡ଼ିଥିଲେ।

Venomous snake was rescued

ଦେଓଗାଁ: ଦେଓଗାଁ ସଦର ପଞ୍ଚାୟତର କନ୍ଧପାଲି ପଡ଼ାରୁ ଏକ ଜୀବନ୍ତ ନାଗ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିବା ଜଣାପଡିଛି।
କଛାର ପାଲି କନ୍ଧ ପାଲି ପଡାର ଲଳିତ କୁଆରଙ୍କ ଘରେ ଏକ ନାଗ ସାପ ପଶିଆସିବାରୁ ପରିବାର ଲୋକେ ଭୟଭୀତ ହୋଇ ପଡ଼ିଥିଲେ।

ଏନେଇ ଖବର ପ୍ରଚାରିତ ହେବା ପରେ କଛାର ପାଲି ସାହୁ ପଡ଼ାର ନାଗ ବାଚା ଗୁରୁ ଭାବରେ ପରିଚିତ ଥିବା ରାମ ଚନ୍ଦ୍ର ମିଶ୍ର ଘଟଣା ସ୍ଥଳକୁ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ।

ରାମ ଚନ୍ଦ୍ର ଚଳିତ ବର୍ଷ   ୩୮ଟି ସାପକୁ ଏମିତି ଉଦ୍ଧାର କରି ଜଙ୍ଗଲରେ ଛାଡୁଥିବାରୁ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି।

ଅଧିକ ପଢ଼ନ୍ତୁ:ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କୁ ଗିରଫ କଲା ଭିଜିଲାନ୍ସ

ଅନ୍ୟପକ୍ଷରେ ଦେଓଗାଁ ବନାଞ୍ଚଳରେ ସ୍ନେକ ହେଲ୍ପ ଲାଇନର ସ୍ଥାୟୀ କର୍ମଚାରୀ ନ ଥିବାରୁ ସାପ ବାହାରିଲେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ବନ ବିଭାଗ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ଅଧିକ ପଢ଼ନ୍ତୁ:ତେଲକୋଇରୁ ଅପହୃତ ନାବାଳକକୁ ଗାଁ ନିକଟ ବୁଦାମୂଳରୁ ଉଦ୍ଧାର କଲା ପୁଲିସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe