କଲେଜ ଅଧକ୍ଷଙ୍କ ଘରେ ଭିଜିଲାନ୍ସ

Advertisment
କଲେଜ ଅଧକ୍ଷଙ୍କ ଘରେ ଭିଜିଲାନ୍ସ

କୁଚିଣ୍ଡା: ସୁନ୍ଦରଗଡ଼ କୁଚିଣ୍ଡାର ବାମରା କେଶାଇବାହାଲ ଜୁନିୟର କଲେଜର ଅଧ୍ୟକ୍ଷଙ୍କ ଘରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ଚଢ଼ାଉ କରିଛି।

ସୂଚନାଯୋଗ୍ୟ, କେଶାଇବାହାଲ ଜୁନିୟର କଲେଜ ଅଧ୍ୟକ୍ଷ ଜୟ ପ୍ରକାଶ ପଟେଲଙ୍କ ନାମରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ କେନ୍ଦ୍ର କରି ଆଜି ସକାଳେ ରାଉରକେଲା ଭିଜିଲାନ୍ସ ଟିମ୍‌ ହଠାତ କଲେଜର ଅଧ୍ୟକ୍ଷଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଚଢ଼ାଉ କରିଛି। ଜୟ ପ୍ରକାଶ ପଟେଲଙ୍କ ଘରେ ଥିବା ବ୍ୟାଙ୍କ କାଗଜପତ୍ର ତଥା ଅନ୍ୟ ସାମଗ୍ରୀ ଆଦିକୁ ଭିଜିଲାନ୍ସ ଯାଞ୍ଚ କରିବା ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe