ବାଲେଶ୍ୱର: ଆଜି ଭିଜିଲାନ୍ସ ପକ୍ଷରୁ ବାଲେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ ଅମରେଶ ପାତ୍ରଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଚଢ଼ାଉ କରାଯାଇଛି। ଭିଜିଲାନ୍ସର ୬ଟି ଟିମ୍ ଏକକାଳୀନ ଶ୍ରୀ ପାତ୍ରଙ୍କ ବାଲେଶ୍ୱରସ୍ଥିତ ଅଫିସ, ବାସଗୃହ, ଭୁବନେଶ୍ୱର ମଧୁସୁଦନନଗରସ୍ଥିତ ଘର, ଖୁଣ୍ଟୁଣିସ୍ଥିତ ଏକ ହୋଟେଲ ସମେତ ଶ୍ୱଶୁର ଘର, ଓ ସମ୍ପର୍କୀୟଙ୍କ ଘର ମିଶାଇ ମୋଟ ୯ଟି ସ୍ଥାନରେ ଚଢ଼ାଉ କରୁଛନ୍ତି।
ବାଲେଶ୍ୱର ଆରଟିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
Advertisment
Follow Us