କଳାହାଣ୍ଡି: ଗୋଲମୁଣ୍ଡା କୃଷି ବିଭାଗ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Advertisment
କଳାହାଣ୍ଡି: ଗୋଲମୁଣ୍ଡା କୃଷି ବିଭାଗ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କଳାହାଣ୍ଡି: ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କଳାହାଣ୍ଡି ଗୋଲାମୁଣ୍ଡା କୃଷି ବିଭାଗର ଅଧିକାରୀ ନିହାର ନାୟକଙ୍କ ଘରେ ଭିଜିଲାନ୍‌ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭିଜିଲାନ୍ସର ୩ଟି ଟିମ୍‌ ଏକକାଳୀନ ଶ୍ରୀ ନାୟକଙ୍କ ବାସଭବନ ସମେତ କଳାହାଣ୍ଡି ଏବଂ ଧର୍ମଗଡ ଘର ସହିତ ଗୋଲାମୁଣ୍ଡ କାର୍ଯ୍ୟାଳୟରେ ଭିଜିଲାନ୍‌ସ ଟିମ ଏହି ଚଢ଼ାଉ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe