ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଇଁତଳାସ୍ଥିତ ଏସଟିଏସସି ବାଳିକା ଉଚ୍ଚ ବିଦ୍ୟାଳୟ( କନ୍ୟାଶ୍ରମ)ର ପ୍ରଧାନ ଶିକ୍ଷକ ଭୂଗୋଳ ବନଗୁଲାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଆହରଣ କରିବା ଅଭିଯୋଗରେ ବଲାଙ୍ଗୀର ଭିଜିଲାନ୍ସର ୨ଟି ଟିମ୍ ଆଜି ସକାଳେ ଏକକାଳୀନ ଶ୍ରୀ ବନଗୁଲାଙ୍କ ପାଟଣାଗଡ଼ ଓ ସଇଁତଳା ଘରେ ଚଢ଼ାଉ କରି କାଗଜପତ୍ର ଯାଞ୍ଚ କରୁଛନ୍ତି।
ବଲାଙ୍ଗୀର: ପ୍ରଧାନଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
Advertisment
Follow Us