ନବରଙ୍ଗପୁର: ଆଜି ସକାଳୁ ନବରଙ୍ଗପୁର ରାଇଘର ବ୍ଲକ୍ ହାଟବରଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ୍ ବଳରାମ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଦୁଇଟି ଟିମ୍ ଏକ କାଳୀନ ଶ୍ରୀ ବେହେରାଙ୍କ ସରକାରୀ କ୍ୱାର୍ଟର ଓ ରାଇଘରସ୍ଥିତ ପୈତୃକ ଘରେ ଚଢ଼ାଉ କରାଯାଉଛି।
ନବରଙ୍ଗପୁର: ଫାସର୍ମାସିଷ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
Advertisment
Follow Us