ସୁନ୍ଦରଗଡ଼: ସୁନ୍ଦରଗଡ଼ ମହିଳା ମହାବିଦ୍ୟାଳୟର ମୁଖ୍ୟ କିରାଣି ରମେଶ ଚନ୍ଦ୍ର ପଟେଲଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଡିଏସପି ପରମେଶ୍ୱର କିଶାନଙ୍କ ନେତୃତ୍ୱରେ ପ୍ରାୟ ୩୦ ଜଣିଆ ଟିମ୍ ଏକକାଳୀନ ଶ୍ରୀ ପଟେଲଙ୍କ ସୁନ୍ଦରଗଡ଼ର ନୂଆପଡ଼ାସ୍ଥିତ ବାସଭବନ,କୁଡ଼ାବୋଗାସ୍ଥିତ ପୈତୃକ ଘର,ଝିରକାନୀସ୍ଥିତ ଶ୍ୱଶୁର ଘର ଉପରେ ଏକକାଳୀନ ଚଢ଼ାଉ କରାଯାଇଥିଲା।
ସୁନ୍ଦରଗଡ଼: ମହିଳା କଲେଜ ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
Advertisment
Follow Us