ଗ୍ରାମ୍ୟ ରାସ୍ତା ସଫା କଲେ ଗ୍ରାମବାସୀ

ଗ୍ରାମ୍ୟ ରାସ୍ତା ସଫା କଲେ ଗ୍ରାମବାସୀ

କୁଚିଣ୍ଡା: ଗ୍ରାମ ରାସ୍ତା ସଫା କଲେ ଗ୍ରାମବାସୀ। ସମ୍ବଲପୁର ଓ ସୁନ୍ଦରଗଡ ସୀମାନ୍ତକୁ ଲାଗି ରହିଥିବା ଆଭ୍ୟନ୍ତରୀଣ ଅଁଳାପୋଷି ଗ୍ରାମରେ ରାସ୍ତା କଡରେ ଅନେକ୍‌ ଅନାବନା ଘାସ ଓ ବୁଦା ଭରି ରହିଥିଲା। ଏହି ଅଞ୍ଚଳରେ ଆଗରୁ ଅନେକ ଦୁର୍ଘଟଣା ଘଟି ସାରିଛି ତେଣୁ ଏହି ଅଞ୍ଚଳରେ ଏହି ରାସ୍ତାକୁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ବୋଲି କୁହାଯାଏ। କୁସୁମୀ ଆଇଆଇସି ଦେବରାଜ ସାହୁଙ୍କ ନେତୃତ୍ୱରେ ଅଁଳାପୋଷି ଗ୍ରାମର ରାଜକୁମାର ସୁନାନୀ, ନେତ୍ରଲାଲ୍‌ ଗୌଡ, ବାବୁଲାଲ ପଟେଲ୍‌, ଅମୂଲ୍ୟ ରାୟ, ତାପସ ମହାନ୍ତି, ଯତୀନ ଗୌଡ, ଚିତ୍ରଲାଲ୍‌ ଗୌଡଙ୍କ ସହଯୋଗ ରେ ସମଗ୍ର ଅଞ୍ଚଳକୁ ସଫା କରାଯାଇଛି। ଗ୍ରାମବାସୀ ଓ ଆଇଆଇସିଙ୍କ ଏହି ପ୍ରୟାସକୁ ଅଂଚଳବାସୀ ପ୍ରସଂଶା କରିଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe