ନଳକୂପ ବସାଇବା ଲାଗି ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ

Advertisment
ନଳକୂପ ବସାଇବା ଲାଗି ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ

ପରଜଂଗ: ଗାଁରେ ନଳକୂପ ବସାଇବାକୁ ନେଇ ଗ୍ରାମବ।ସୀଙ୍କ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ ଅବରୋଧ କରିଛନ୍ତି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପଶି ପଂଚାୟତ ପୂର୍ବ ପାଟଣାସାହି ଲୋକେ ରାସ୍ତାରୋକ କରିଛନ୍ତି। ସେମାନେ ଗାଁରେ ଏକ ନଳକୂପ ବସାଇବାକୁ ଜିଦ ଧରିଛନ୍ତି ।

ସୂଚନା ଅନୁସାରେ ଗାଁରେ ରାସ୍ତାକଡ଼ରେ ଥିବା ନଳକୂପ ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଉଠିଗଲା। ଆଉ ସରକାରଙ୍କ ତରଫରୁ ଗାଁରେ ପୁଣି ଗୋଟିଏ ନଳକୂପ ଆସିଲା ଲୋକଙ୍କ ପାଇଁ। ତାକୁ ଗାଁର ଦେଶକୋଠ ଘର ନିକଟରେ ବସିବା କଥା କିନ୍ତୁ ଗାଁର ଜୈନିକ ବ୍ୟକ୍ତି ବସାଇ ଦେଉନାହାନ୍ତି। ଫ‌ଳରେ ଗାଁର ଲୋକମାନେ ହଇରାଣ ହେଉଛନ୍ତି । ଏହାର ବିଚାର ନହେବା ଯାଏ ରାସ୍ତାରୋକ ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଗାଁକୁ ନଳକୂପ ମେସିନ ଆସିଛି କିନ୍ତୁ ଖୋଳି ପାରୁନାହିଁ। ଏହାର ବିଚାର ଦାବିରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe