ଯାଜପୁର: ବ୍ୟାସନଗର ତହସିଲଦାରଙ୍କୁ ଆକ୍ରମଣ

Advertisment
ଯାଜପୁର: ବ୍ୟାସନଗର ତହସିଲଦାରଙ୍କୁ  ଆକ୍ରମଣ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାର ସପନ ନନ୍ଦଙ୍କୁ କେତେକ ମୋରମ ମାଫିଆ ଓ ସେମାନଙ୍କ ସମର୍ଥିତ ମହିଳାମାନେ ଆକ୍ରମଣ କରିଥିବା ଅଭିଯୋଗ  ହୋଇଛି। ଗତ କାଲି ଶ୍ରୀ ନନ୍ଦ ମୋରମ ଚୋରା ଚାଲାଣ କରୁଥିବା ଗାଡ଼ିଗୁଡ଼ିକୁ ଅଟକାଇ ଚାଲାଣ କାଟିଥିଲେ। ଏହା ବିରୋଧରେ ମୋରମ ମାଫିଆମାନେ ଏକାଠି ହୋଇ  ତହସିଲଦାର ଶ୍ରୀ ନନ୍ଦଙ୍କୁ ଆକ୍ରମଣ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ଯାଜପୁର ତହସିଲଦାରଙ୍କୁ ମଧ୍ୟ  ବାଲି ମାଫିଆମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe