ଯାଜପୁରରେ ବିପଦ ସଂକେତ ଉପରେ ବ୍ରାହ୍ଣଣୀ, ସାହୁପଡ଼ାଠାରେ ଦୁଇଟି ଘାଇ

ଯାଜପୁରରେ ବିପଦ ସଂକେତ ଉପରେ ବ୍ରାହ୍ଣଣୀ, ସାହୁପଡ଼ାଠାରେ ଦୁଇଟି ଘାଇ

ଯାଜପୁର : ଲଗାଣ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀରେ ଜଳସ୍ତର ଏବେ ବି ବିପଦ ସଂକେତ ଉପରେ ରହିଛି । ଆଜି ସକାଳ ୯ଟା ସୁଦ୍ଧା ଜେନାପୁରଠାରେ ବ୍ରାହ୍ଣଣୀ ନଦୀର ଜଳସ୍ତର ୬୭.୨୦ ଫୁଟ ଥିଲା । ଯେବେକି ଏଠାକାର ବିପଦ ସଂକେତ ହେଉଛି ୬୭ ଫୁଟ ।

ଅନ୍ୟପକ୍ଷରେ ବରୀ ବ୍ଲକ ସାହୁପଡ଼ା ପଞ୍ଚାୟତ ମାଟିଆଠାରେ ବ୍ରାହ୍ଣଣୀରେ ୧୦୦ ଫୁଟ ଓ ୫୦ ଫୁଟର ଦୁଇଟି ଘାଇ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe