ମୋ ସ୍କୁଲ ଅଭିଯାନ ଦ୍ୱାରା ପାନୀୟଜଳ ପ୍ରକଳ୍ପ ଉଦଘାଟିତ 

Advertisment
ମୋ ସ୍କୁଲ ଅଭିଯାନ ଦ୍ୱାରା ପାନୀୟଜଳ ପ୍ରକଳ୍ପ ଉଦଘାଟିତ 
ଭବାନୀପାଟଣା: ଭବାନୀପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ମୋ ସ୍କୁଲ ଅଭିଯାନ ଦ୍ଵାରା ନିର୍ମିତ ପାନୀୟ ଜଳ ପ୍ରକଳ୍ପ ର ଆଜି ଉଦଘାଟିତ ହୋଇଛି ।  କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ଯୋଗଦେଇ ପ୍ରକଳ୍ପର  ଉଦ୍ ଘାଟନ କରିଥିଲେ। ସୂଚନାଯୋଗ୍ୟ ଯେ, ବିଦ୍ୟାଳୟର ପୁରାତନ ଛାତ୍ରୀମାନେ  ଜଳ ଓ ପରିମଳର ସୁବନ୍ଦୋବସ୍ତ ପାଇଁ ୫୦ହଜାର ଟଙ୍କା ପ୍ରଦାନ କରିଥିଲେ। ଓଡ଼ିଶା ସରକାରଙ୍କ ମୋ ସ୍କୁଲ ଅଭିଯାନ ତରଫରୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ସର୍ବ ମୋଟ ୧ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ରେ ୧୦ ହଜାର ଲିଟର ପାଣି ଗଚ୍ଛିତ କରି ଛାତ୍ରୀ ମାନଙ୍କ ବ୍ୟବହାର ପାଇଁ ଯୋଗାଇ ଦିଆଯାଇଛି। ପରିମଳ ବ୍ୟବସ୍ଥାରେ  ସୁଧାର ଅଣାଯାଇ ପାରିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe