ବାଲେଶ୍ବର ଏସ୍‌ପିଙ୍କ କାର୍ଯ୍ୟାଳୟରେ ମହିଳା କିରାଣି କରୋନା ପଜିଟିଭ

Advertisment
ବାଲେଶ୍ବର ଏସ୍‌ପିଙ୍କ କାର୍ଯ୍ୟାଳୟରେ ମହିଳା କିରାଣି କରୋନା ପଜିଟିଭ

1205778418

ବାଲେଶ୍ବର: ଏସ୍‌ପିଙ୍କ କାର୍ଯ୍ୟାଳୟରେ ଜଣେ ମହିଳା କିରାଣି କୋଭିଡ୍‌ ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି। ମହିଳା କିରାଣିଙ୍କ ସହ ତାଙ୍କ ନାତୁଣୀ ଓ ଝିଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଆଣ୍ଟିଜେନ୍ ରିପୋର୍ଟରୁ ସ୍ପଷ୍ଟ ‌ହୋଇଛି। ଏହି ଘଟଣା ପରେ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ସାନିଟାଇଜ୍‌ କରାଯିବା ସହ କାର୍ଯ୍ୟାଳୟକୁ ବନ୍ଦ ରଖାଯାଇଛି। ସମସ୍ତ କର୍ମଚାରୀଙ୍କୁ ହୋମ୍‌ ଆଇସୋଲେସନ୍‌ରେ ରହିବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe