ନୟାଗଡ଼: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଯଦୁପୁର ଗାଁରେ ଦୁଇ ପରିବାର ମଧ୍ୟରେ ମାଡ଼ପିଟ ଲାଗିଛି। ଏଥିରେ ସୁମିତ୍ରା ବେହେରା(୫୨ ବର୍ଷ) ନାମକ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଫକୀର ବେହେରା(୪୮) ସୁରୁଜା ବେହେରା( ୪୩) ଓ ପ୍ରତାପ ବେହେରା(୨୭) ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଓଡ଼ଗାଁ ଡାକ୍ତରଖାନାରୋ ଭର୍ତ୍ତି କରାଯାଇଛିି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us