କରତକଳ ଉପରେ ଚଢାଉ, ବିପୁଳ କାଠ ଜବତ

କରତକଳ ଉପରେ ଚଢାଉ, ବିପୁଳ କାଠ ଜବତ

ଆନନ୍ଦପୁର: ଆଜି ଆନନ୍ଦପୁର ବନଖଣ୍ଡ ଅଧିନରେ ଥିବା ସାଇଁକୁଳରେ ଥିବା ବିଭିନ୍ନ କରତକଳ ଉପରେ ବନ ବିଭାଗ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଚୋରା କାଠ ଜବତ କରାଯାଇଛି | ଏହି ଚଢାଉରେ କଟକ ଓ ବାଲେଶ୍ବରର ୪୦ ଜଣରୁ ଉର୍ଦ୍ଧ୍ବ ଅଧିକାରୀ ସାମିଲ୍ ଥିଲେ। ପ୍ରାଥମିକ ସୂଚନା ମୁତାବକ ଏହି ଚଢ଼ାଉ ସମୟରେ ଲକ୍ଷାଧିକ ଟଙ୍କାର କାଠ ଜବତ ହୋଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe