ଝାଡୁ କରୁଥିବା ବେଳେ ବିଦ୍ୟୁତ ଖୁଣ୍ଟରେ ଲଟକିଗଲେ ବୃଦ୍ଧା

Advertisment
ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ବାପଘର ଲୋକ

DNA India

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ତେଲିମୁଣ୍ଡା ଗ୍ରାମରେ ଜଣେ ବୃଦ୍ଧା ବିଦ୍ୟୁତ ଖୁଣ୍ଟ ସଂସ୍ପର୍ଶରେ ଆସି ମୃତ୍ୟ ବରଣ କରିଛନ୍ତି । ମୃତ ବୃଦ୍ଧା ହେଲେ ପାର୍ବତୀ ସାହୁ (୭୦) । ଆଜି ସକାଳେ ସେ ଝାଡୁ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶ ରେ ଆସିଥିଲେ। ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ବିଦ୍ୟୁତ ଖୁଂଟରେ ଚାର୍ଜ ପରିବାହିତ ହେଉଥିଲା।ଫଳରେ ବୃଦ୍ଧା ଜଣଙ୍କ ଅଚେତ୍ ହୋଇ ପଡିଥିଲେ । ପରିବାର ଲୋକ ଦୌଡି ଆସି ତାକୁ ଉଦ୍ଧାର କରି ଛତାବର ମେଡିକାଲକୁ ନେଇଥିଲେ । ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe