ଧାନ ଡୋଲି ଖସିପଡ଼ିବାରୁ ଯୁବକଙ୍କ ମୃତ୍ୟୁ

Advertisment
ମାଇକେଲ୍‌ ବିୟର୍‌ ଫ୍ୟାକ୍ଟ୍ରି କୁଲିଂ ଟାୱାରରୁ ପଡ଼ି ଇଲେକ୍ଟ୍ରିସିଆନ୍‌ ମୃତ

Telegraph India

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ରେବଣାପାଳସପାଳ ପଞ୍ଚାୟତ ମସିଣାଯୋଡ଼ି ଗ୍ରାମର ବ୍ରଜକିଶୋର ମୁଣ୍ଡା (୪୫)ଙ୍କ ଉପରେ ଆଜି ଅପରାହ୍‌ଣରେ ଏକ ଧାନ ଡୋଲି ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି। ବ୍ରଜ ଓ ତାଙ୍କ ପତ୍ନୀ ଜେମାମଣି ଅମଳ ଧାନକୁ ଏକ ଡୋଲିରେ ରଖୁଥିବାବେଳେ ହଠାତ୍‌ ଡୋଲିଟି ବ୍ରଜଙ୍କ ଉପରେ ଖସିପଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe