ପିଲାଚୋର ସନ୍ଦେହରେ ଯୁବକ ଅଟକ

Advertisment
ଓଡ଼ିଶା ପୁଲିସକୁ ସଫଳତା : ଇଣ୍ଡିଆ ଜଷ୍ଟିସ ରିପୋର୍ଟରେ ଦେଶରେ ତୃତୀୟ

www.ndtv.com

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ତରତରା ପଞ୍ଚାୟତ ଦୁଡ଼ୁଗାଁରେ ପିଲାଚୋର ସନ୍ଦେହରେ ଜଣେ ଯୁବକଙ୍କୁ ଗ୍ରାମବାସୀ ଅଟକ ରଖି ପୁଲିସ ଜିମା ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଗତ ସପ୍ତାହେ ହେଲା ଗ୍ରାମର ଜଣେ ଯୁବକଙ୍କୁ ପିଲା‌ଚୋର ବୋଲି ଗ୍ରାମବାସୀ ସନ୍ଦେହ କରୁଥିଲେ। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ସନ୍ଧ୍ୟାରେ ଅନ୍ୟ ଗ୍ରାମର ଜଣେ ଯୁବକ ଗାଁରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲା। ଗ୍ରାମବାସୀ ତାକୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଗାଁରେ ପୁଲିସ ପହଞ୍ଚିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe