ଟ୍ରେନ୍‌ରେ କଟି ଯୁବକ ମୃତ

Advertisment
ଟ୍ରେନ୍‌ରେ କଟି ଯୁବକ ମୃତ

India Rail Info

ବରଗଡ଼: ବରଗଡ଼ ଉପକଣ୍ଠସ୍ଥ ପାଣିଛତର ନିକଟରେ ଶନିବାର ଅପରାହ୍ନରେ ଟ୍ରେନ୍‌ରେ କଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ମୃତକଙ୍କ ପରିଚୟ ମିଳିନାହିଁ। ଟ୍ରେନ୍‌ ଲାଇନ କଡ଼ରେ ଏକ ମୋଟର ସାଇକେଲ (ଓଡି୧୭-ପି-୦୬୩୫) ରଖାଯାଇଛି। ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟିରେ ଯୁବକ ଜଣଙ୍କ କଟିଥିବା ବେଳେ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ତେବେ ମୃତ ଯୁବକଙ୍କ ସଠିକ ପରିଚୟ ଜଣାପଡିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe