ଟ୍ରେନ୍‌ରେ କଟି ଯୁବକ ମୃତ

ଓଡ଼ିଶାରେ ୧୦୦% ବିଦ୍ୟୁତୀକରଣ ସମ୍ପୂର୍ଣ୍ଣ କଲା ଭାରତୀୟ ରେଳ

RailPost.in

ଡୁଡୁକା: ଆଗଲପୁର (ଡୁଡୁକା) ବ୍ଲକ୍ ଡୁଡୁକା ଗ୍ରାମର କୃଷ୍ଣଚନ୍ଦ୍ର ନାଏକଙ୍କ ସାନପୁଅ ବଳବନ୍ତ ନାଏକ (୨୨ବର୍ଷ)ଙ୍କ ଟ୍ରେନ୍‌ରେ କଟି ମୃତ୍ୟୁ ହୋଇଛି। ବଲାଙ୍ଗୀର-ବରଗଡ଼ ରେଳ ଲାଇନ ଖଲିଆପାଲି-ଡୁଙ୍ଗୁରିପାଲି ରୋଡ଼ ଷ୍ଟେସନ ଡୁଙ୍ଗୁରିପାଲି ଫାଟକ ନିକଟରେ ଟ୍ରେନ ଧକ୍କାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ବଳବନ୍ତ ସମଲେଇଚୁଆ ଦୁଗ୍ଧ ସମବାୟ ସମିତିରେ କାର୍ଯ୍ୟ କରୁଥିଲେ। ନୂଆଁଖାଇ ପାଇଁ ଗାଁକୁ ଆସିଥିବା ବେଳେ ନୂଆଁଖାଇ ବାସି ଦିନ ଅପରାହ୍ଣରେ କାର୍ଯ୍ୟସ୍ଥଳୀକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଶବକୁ ରେଳବାଇ ପୁଲିସ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe