ଯୁବକଙ୍କୁ ଗଳା କାଟି ହତ୍ୟା

Advertisment
ଖଲ୍ଲିକୋଟରେ ଡବଲ୍‌ ମର୍ଡର୍‌: ଦାଦା ଓ ଭାଉଜଙ୍କୁ ଖଣ୍ଡାରେ ହାଣି ହତ୍ୟା

Image Courtesy of OpIndia

ବରଗଡ଼: ବରଗଡ଼ରେ ଯୁବକଙ୍କୁ ଗଳା କାଟି ହତ୍ୟା। ମୃତକ ଜଣକ ହେଉଛନ୍ତି ରାଜୁ ପଧାନ। ସେ ବରଗଡ଼ ନିଲିବନ୍ଧ ପଡ଼ାରେ ଭଡ଼ା ଘରେ ରହୁଥିଲେ। ଆଜି ସକାଳୁ ତାଙ୍କ ରକ୍ତ ଜୁଡୁବୁଡୁ ଶବ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ ରାଜୁ ଜଣେ ରଙ୍ଗ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ | ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହାର ଅନୁସନ୍ଧାନ ପାଇଁ ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe