କୋଭିଡ୍ ହସ୍ପିଟାଲକୁ ରୋଟରୀକ୍ଲବ ଜୟପୁର ୧୧ଟି ଓକ୍ସିଜେନ୍ ସିଲଣ୍ଡର ପ୍ରଦାନ କରିଛନ୍ତି

Advertisment
କୋଭିଡ୍ ହସ୍ପିଟାଲକୁ ରୋଟରୀକ୍ଲବ ଜୟପୁର ୧୧ଟି ଓକ୍ସିଜେନ୍ ସିଲଣ୍ଡର ପ୍ରଦାନ କରିଛନ୍ତି

ଜୟପୁର: କୋଭିଡ୍ ହସ୍ପିଟାଲକୁ ରୋଟରୀକ୍ଲବ ଜୟପୁର ୧୧ଟି ଓକ୍ସିଜେନ୍ ସିଲଣ୍ଡର ପ୍ରଦାନ କରିଛନ୍ତି। ଏହାକୁ ରୋଗୀଙ୍କ ପାଇଁ ପରବର୍ତ୍ତୀ ସମୟରେ ବ୍ୟବହାର କରାଯିବ। କ୍ଲବର ସଭାପତି ରୋଟରିଆନ୍ ଜି.ଭେଙ୍କଟ ରାଓ, ସଂପାଦକ ରୋଟରିଆନ୍  ଜ୍ୟୋତି ପ୍ରକାଶ ଭୋଇ,  ବରିଷ୍ଠ ସଭ୍ୟ ରୋଟରିଆନ୍ ଆଶିଷ ଅଗ୍ରୱାଲ, ଡ୍ରଗ୍ସ ଅଧିକ୍ଷକ ଚିନ୍ମୟ କୁମାର ଜେନା, କୋଭିଡ୍ ହସ୍ପିଟାଲ ଏଏମଓ ଡ.ଆଶିଷ କୁମାର ପାଣିଗ୍ରାହୀ, ହସ୍ପିଟାଲ ମ୍ୟାନଜର  ସୌରଜିତ ଅଗସ୍ତି, ଷ୍ଠୋର ଇନଚାର୍ଜ  ସୁପ୍ରକାଶ ଜାନୀ ଉପସ୍ଥିତ ଥିଲେ। କ୍ଲବ ପକ୍ଷରୁ ସହରରେ ବି ଜରୁରୀ ରୋଗୀଙ୍କୁ ମାଗଣାରେ ଓକ୍ସିଜେନ୍ ସିଲଣ୍ଡର ଯୋଗାଇ  ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe