ନଭେମ୍ବର ୭ରେ ନୂଆ ଦଳ ଘୋଷଣା କରିବେ କମଲ ହାସନ

Advertisment
ନଭେମ୍ବର ୭ରେ ନୂଆ ଦଳ ଘୋଷଣା କରିବେ କମଲ ହାସନ

ଚେନ୍ନାଇ: ସୁପର୍‌ଷ୍ଟାର କମଲ ହାସନ ଆଗାମୀ ନଭେମ୍ବର ୭ ତାରିଖ ଦିନ ନୂଆ ରାଜନୈତିକ ଦଳ ଗଠନ କରିବେ। ହାସନ ତାଙ୍କର ୬୩ତମ ଜନ୍ମ ଦିବସ ଅବସରରେ ନୂଆ ଦଳ ଗଠନ ସହିତ ରାଜନୈତିକ ଜୀବନ ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ଉପଲବ୍ଧ ଥିବା ରାଜନୈତିକ ଦଳଗୁଡ଼ିକ ସହ ତାଙ୍କର ନୀତି ଓ ଆଦର୍ଶର ମେଳ ଖାଉନାହିଁ। ତେଣୁ ଏକ ନୂଆ ଦଳ ଗଠନ ହିଁ ଏକମାତ୍ର ବିକଳ୍ପ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe