ବସ-ସ୍କୋର୍ପିଓ ଧକ୍କା, ୫ ଆହତ

Advertisment
ବସ-ସ୍କୋର୍ପିଓ ଧକ୍କା, ୫ ଆହତ

ସୁନ୍ଦରଗଡ଼: ଆଜି ସନ୍ଧ୍ଯା ୭ଟାରେ ସୁନ୍ଦରଗଡ଼ ଟାଉନଥାନା ରାଣୀବଗିଚା ବାଏପାସରେ ଏକ ଚଳନ୍ତା ଵସକୁ ଦ୍ରୁତଗତିରେ ଯାଉଥିବା ସ୍କୋର୍ପିଓ ପଛପଟୁ ଧକ୍କା ଦେଇଛି। ଦୁର୍ଘଟଣାରେ ସ୍କୋର୍ପିଓ ସମ୍ମୁଖ ଭାଗ ଚୂରମାର୍ ହୋଇଯାଇଥିବାବେଳେ ବସର ୨ ଯାତ୍ରୀ ଓ ସ୍କୋର୍ପିଓର ୩ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଅନ୍ଯ ଯାତ୍ରୀମାନେ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ଯ ଡାକ୍ତରଖାନାକୁ ପଠାଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ କରିଵା ସହ ତଦନ୍ତ ଆରମ୍ଭ କରିଛି। ଓଡିଶା ରାଜ୍ଯ ପରିଵହନ ନିଗମର ବସଟି ରାଉରକେଲାରୁ ଆସ୍କା ଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe