ଜିଲ୍ଲା ଗଞ୍ଜାମ ୯୬.୭୬୦ ଲିଟର ବେଆଇନ ବିଦେଶୀ ମଦ ଜବତ Advertisment June 11, 2019, 05:04 PM IST 11 Jun 2019 17:04 IST Sambad Digital Follow Us ଗଞ୍ଜାମ: ସୋମବାର ଗଞ୍ଜାମ ପୁଲିସ ବେଆଇନ ବିଦେଶୀ ମଦ ଚାଲାଣ ସମୟରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ପୁଲିସ ବଡ଼ାଙ୍ଗି ବଜାର ନିକଟରୁ ୯୬.୭୬୦ ଲିଟର ବେଆଇନ ବିଦେଶୀ ମଦ ଜବତ କରିଥିଲା।