କର୍ମ କ୍ଷେତ୍ରରେ ଯୌନ ଶୋଷଣ

କର୍ମ କ୍ଷେତ୍ରରେ ଯୌନ ଶୋଷଣ

Pacific Crest Group

ଅନେକ ସ୍ଥାନରେ କର୍ମକ୍ଷେତ୍ରରେ ମହିଳାମାନେ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଯୌନ ଶୋଷଣର ଶିକାର ହେଉଛନ୍ତି। ନିଜ ଚାକିରିକୁ ବଞ୍ଚାଇବାକୁ ଯାଇ ଅନେକ ମହିଳା ଉପର ଅଧିକାରୀଙ୍କ ଉପଦ୍ରବକୁ ସହିବାକୁ ବାଧ୍ୟ ହେଉଛନ୍ତି।

ଏବେ ଆଇନ ହୋଇଛି ଯେ କର୍ମକ୍ଷେତ୍ରରେ ଏଭଳି ଶୋଷଣକୁ ରୋକିବା ଲାଗି ଏକ କମିଟି ଗଢ଼ାଯିବା ବାଧ୍ୟତାମୂଳକ, ଯେଉଁଥିରେ ତହିଁରେ କାର୍ଯ୍ୟରତ ମହିଳା ସଦସ୍ୟ ରହିବେ। ମାତ୍ର ଅନେକ ଘରୋଇ ଉଦ୍ୟୋଗ ବା ଦପ୍ତରରେ ସେଭଳି କମିଟି ଗଢ଼ାଯାଇନାହିଁ। ଏହା ଯୌନ ଶୋଷଣକୁ ପ୍ରୋତ୍ସାହନ ଦେଉଛି। ତେଣୁ ଏ ଦିଗରେ ସରକାର ଅଧିକ କ୍ରିୟାଶୀଳ ହୋଇ ଏଭଳି ଆଇନ ଉଲ୍ଲଂଘନ ଲାଗି ଦଣ୍ଡର ବ୍ୟବସ୍ଥା କରନ୍ତୁ।
ପ୍ରଣତି ମିଶ୍ର
ସତ୍ୟ ନଗର, ଭୁବନେଶ୍ବର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe