ଅନୁସନ୍ଧାନ କରୁଥିବା ବର୍ଗ

ନିର୍ବାଚନ ୨୦୨୨

ସ୍ଥଗିତ ଥିବା ସ୍ଥାନରେ ମେ’ ୨୭ରେ ହେବ ପଞ୍ଚାୟତ ନିର୍ବାଚନ: ଏପ୍ରିଲ ୨୬ରେ ଜାରି ହେବ ବିଜ୍ଞପ୍ତି

ଭୁବନେଶ୍ବର: ନିର୍ବାଚନ ସ୍ଥଗିତ ଥିବା ସ୍ଥାନରେ ଆସନ୍ତା ମେ’ ମାସ ୨୭ ତାରିଖରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଗତ ଫେବ୍ରୁଆରିରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ କିଛି ସ୍ଥାନରେ ନିର୍ବାଚନ ସ୍ଥଗିତ ରହିଥିଲା। ଏବେ ସ୍ଥଗିତ ସ୍ଥାନରେ ଭୋଟ ଗ୍ରହଣ କରାଯିବ।…
ଅଧିକ ଖବର ଦେଖନ୍ତୁ...

ଚାଲିଛି ଆସାନସୋଲ୍‌ ଲୋକସଭା ଓ ୪ ବିଧାନସଭା ଉପନିର୍ବାଚନର ଭୋଟ୍‌ ଗଣତି; ଶତ୍ରୁଘ୍ନ ସିହ୍ନାଙ୍କ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ: ଆଜି ସକାଳୁ କଡ଼ା ନିରାପତ୍ତାରେ ଆସାନସୋଲ୍‌ ଲୋକସଭା ଓ ୪ଟି ବିଧାନସଭା ଉପନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍‌ ଗଣନା ପଶ୍ଚିମବଙ୍ଗର ଆସାନସୋଲ୍‌ ଏବଂ ବାଲିଗଞ୍ଜ, ବିହାରର ବୋଚାହାନ୍‌, ଛତିଶଗଡ଼ର ‌ଖଇରାଗଡ଼ ଏବଂ ଉତ୍ତର ମହାରାଷ୍ଟ୍ରର…
ଅଧିକ ଖବର ଦେଖନ୍ତୁ...

ଶପଥ ଗ୍ରହଣ ଉତ୍ସବରେ ରହିବେନି କମିସନର

ଭୁବନେଶ୍ବର: ଶନିବାର ବିଏମ୍‌ସିର ନୂଆ ମେୟରଙ୍କ ସମେତ ୬୭ କର୍ପୋରେଟର ଓ ଡେପୁଟି ମେୟର ଶପଥ ଗ୍ରହଣ କରିବେ। ଦୀର୍ଘ ୩ ବର୍ଷ ଧରି ଏହି ପଦ ଫାଙ୍କା ପଡ଼ିବା ପରେ ନୂଆ ଜନପ୍ରତିନିଧି ଦାୟିତ୍ବ ନେବେ। ଏହାକୁ ଏକ ଉତ୍ସବ ଭାବରେ ପାଳନ କରିବାକୁ ଯାଉଛି ବିଏମ୍‌ସି। ତେବେ ଏହି ଉତ୍ସବରେ ବିଏମ୍‌ସିର…
ଅଧିକ ଖବର ଦେଖନ୍ତୁ...

କାଲି ଡେପୁଟି ମେୟର୍‌ ନିର୍ବାଚନ: ଚକ୍‌ମା ଦେବେ ନବୀନ

ଭୁବନେଶ୍ବର: ଆଉ ଦିନକ ପରେ ଭୁବନେଶ୍ବର ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ। ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ବିଜେଡି ହାତକୁ ଏହି ପଦବି ଯିବା ସ୍ପଷ୍ଟ ହୋଇଛି। କିନ୍ତୁ କିଏ ବିଜେଡିର ପ୍ରାର୍ଥୀ ହେବ, ସେହି ରହସ୍ୟ ଉପରୁ ଏ ଯାଏ ପରଦା ଉଠୁନି। ଆଶାୟୀମାନେ ଲବି ଜୋର୍‌ଦାର କରିଥିଲେ ବି…
ଅଧିକ ଖବର ଦେଖନ୍ତୁ...

ସରିଲା ପୌର ଉପାଧ୍ୟକ୍ଷ ନିର୍ବାଚନ: ବିଜେଡି ହାତରେ ୯୧ ପଦବି

ଭୁବନେଶ୍ବର: ରାଜ୍ୟର ୧୦୫ଟି ପୌରପାଳିକାର ଉପାଧ୍ୟକ୍ଷ ପଦବିରେ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମଧ୍ୟ ବିରୋଧୀ ଦଳଙ୍କୁ ବହୁ ପଛରେ ପକାଇ ଦେଇଛି ଶାସକ ବିଜେଡି। ୯୧ଟି ପୌରପାଳିକାରେ ଉପାଧ୍ୟକ୍ଷ ପଦବିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଗୋଟିଏରେ ବିଜେଡି ସମର୍ଥିତ…
ଅଧିକ ଖବର ଦେଖନ୍ତୁ...

ପୌର ପରିଷଦ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ କବିତା ମାହୁନ୍ତ

ମାଲକାନଗିରି: ଆଜି ଥିଲା ମାଲକାନଗିରି ପୌର ପରିଷଦ ଉପାଧ୍ୟକ୍ଷ ନିର୍ବାଚନ। ଏହି ନିର୍ବାଚନରେ ବିଜେଡିର କବିତା ମାହୁନ୍ତ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ବିଜେଡିର ସୁପ୍ରିମୋ ନବୀନ ପଟନାୟକ ପୌର ପରିଷଦ ଉପାଧ୍ୟକ୍ଷ ପଦବୀ ପାଇଁ କବିତାଙ୍କ ନାମରେ ବନ୍ ଲଫାପା ବିଜେଡିର ବରିଷ୍ଠ ସାଧାରଣ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ବିଜେଡିର ୧୪ ଉପାଧ୍ୟକ୍ଷ, ବିଜେପିରୁ ୨, କଂଗ୍ରେସ ଗୋଟିଏ

ବ୍ରହ୍ମପୁର : ପୌର ଉପାଧ୍ୟକ୍ଷ ନିର୍ବାଚନ ଆଜି ଶେଷ ହୋଇଛି। ଗଞ୍ଜାମ ଜିଲ୍ଲାର ୧୭ଟି ପୌରାଞ୍ଚଳ ମଧ୍ୟରୁ ବିଜେଡି ୧୪ ଉପାଧ୍ୟକ୍ଷ ଆସନ ଦଖଲ କରିଛି। ପୂର୍ବ ଆକଳନ ଅନୁସାରେ, କବିସୂର୍ଯ୍ୟନଗର ଓ ଛତ୍ରପୁର ନିର୍ବାଚନମଣ୍ଡଳୀରୁ ବିଜେପି ଦୁଇଟି ଏନ୍‌ଏସି ଉପାଧ୍ୟକ୍ଷ ଆସନ କବ୍‌ଜା କରିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ପୌର ଉପାଧ୍ୟକ୍ଷ ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ଶୌର୍ଯ୍ୟ ରଞ୍ଜନ ମହାନ୍ତି

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ପୌର ପରିଷଦର ଉପାଧ୍ୟକ୍ଷ ନିର୍ବାଚନରେ ୧୨ ନମ୍ବର ୱାର୍ଡ଼ର ବିଜେଡି କାଉନସିଲର ଶୌର୍ଯ୍ୟ ରଂଜନ ମହାନ୍ତି ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ପୌର ନିର୍ବାଚନରେ ଶୌର୍ଯ୍ୟ ରଂଜନ ୬୯୩ଟି ଭୋଟ ପାଇ ପ୍ରତିପକ୍ଷ ବିଜେପି ପ୍ରାର୍ଥୀଙ୍କୁ ୧୮୧ଟି ଭୋଟରେ…
ଅଧିକ ଖବର ଦେଖନ୍ତୁ...

ସ୍ବାଧୀନ ପ୍ରାର୍ଥୀଙ୍କ ହାତକୁ ଗଲା ଗୁଣପୁର ପୌର ପରିଷଦ ଅଧ୍ୟକ୍ଷ ପରେ ଉପାଧ୍ୟକ୍ଷ ପଦବିରେ ସାନଙ୍କ ବାଜିମାତ୍

ରାୟଗଡ଼ା: ବିଜେଡି ହାତରୁ ଖସିଲା ଗୁଣପୁର ପୌର ପରିଷଦ। ଅଧ୍ୟକ୍ଷ ପରେ ଉପାଧ୍ୟକ୍ଷ ନିର୍ବାଚନରେ ମଧ୍ୟ ବାଜିମାତ୍ କରିଛନ୍ତି ସ୍ବାଧୀନ ପ୍ରାର୍ଥୀ। ଗୁଣପୁର ପୌର ପରିଷଦ ସ୍ବାଧୀନ ପ୍ରାର୍ଥୀଙ୍କ କବଜାକୁ ଯାଇଥିବା ବେଳେ ରାୟଗଡ଼ା ପୌର ପରିଷଦ ଓ ଗୁଡାରି ଏନଏସିକୁ ନିଜ କବଜାରେ ରଖିବାରେ ସକ୍ଷମ…
ଅଧିକ ଖବର ଦେଖନ୍ତୁ...

ପୌର ନିର୍ବାଚନ: ବ୍ରଜରାଜନଗରରେ ଗୋପାଳ ସିତାନୀ ଉପାଧ୍ୟକ୍ଷ, ବେଲପାହାଡ଼ରେ ରୀନା ସୁନା ଉପାଧ୍ୟକ୍ଷା

ବ୍ରଜରାଜନଗର/ବେଲପାହାଡ଼: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପନଗରପାଳ ନେଇ କିଛିଦିନ ଧରି ଚାଲିଥିବା ସମସ୍ତ କଳ୍ପନାର ଅନ୍ତ ଘଟିଛି। ବିଜୁ ଜନତା ଦଳର ବରିଷ୍ଠ ସ୍ଥାନୀୟ କର୍ମୀ ଗୋପାଳ ସିତାନୀଙ୍କ ଉପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମୋହର ବାଜିଛି। ଅ‌ାଜି ସକାଳ ୧୦ ଟାରେ…
ଅଧିକ ଖବର ଦେଖନ୍ତୁ...