ଝଲରାପାଟନରୁ ଜିତିଲେ ବସୁନ୍ଧରା ରାଜେ

Advertisment
ପୁଣି ଚର୍ଚ୍ଚାରେ ବସୁନ୍ଧରା ରାଜେ, କେନ୍ଦ୍ରୀୟ ନେତୃତ୍ବଙ୍କୁ ଭେଟିବାକୁ ଦିଲ୍ଲୀରେ ପହଞ୍ଚିଲେ

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତ୍ରୀ ବସୁନ୍ଧରା ରାଜେ ଝଲରାପାଟନ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ନିର୍ବାଚନ ଆୟୋଗଙ୍କ ୱେବସାଇଟ ଅନୁଯାୟୀ ରାଜେ ୫୩,୧୯୩ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଏହି ବିଜୟ ପରେ ବସୁନ୍ଧରା କହିଛନ୍ତି ଯେ ରାଜସ୍ଥାନରେ ଦଳର ବିଜୟ ଜନତା ଜନାର୍ଦ୍ଦନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe