‘୬୦ବର୍ଷ ବୟସରେ ତୃତୀୟ ବିବାହ ‌ମୋତେ ‌ଶୋଭା ଦେବ କି ନାହିଁ ଜାଣି ନାହିଁ’

Advertisment

ଅମିର ଖାନ ଏବଂ ଗୌରୀ ସ୍ପ୍ରେଟ ପରସ୍ପରକୁ ଦୀର୍ଘ ୨୫ ବର୍ଷ ଧରି ଜାଣନ୍ତି ବୋଲି ଜଣାପଡ଼ିଛି। ବେଙ୍ଗାଲୁରୁରେ ରହୁଥିବା ଗୌରୀ ଅଭିନେତାଙ୍କ ପ୍ରଯୋଜନା ଗୃହରେ କାମ କରନ୍ତି । ଗୌରୀ ବିବାହିତା। ତାଙ୍କର ଏକ ଛଅ ବର୍ଷର ପୁଅ ମଧ୍ୟ ରହିଛି। 

ଅମିର ଖାନ ଏବଂ ଗୌରୀ ସ୍ପ୍ରେଟ ପରସ୍ପରକୁ ଦୀର୍ଘ ୨୫ ବର୍ଷ ଧରି ଜାଣନ୍ତି ବୋଲି ଜଣାପଡ଼ିଛି। ବେଙ୍ଗାଲୁରୁରେ ରହୁଥିବା ଗୌରୀ ଅଭିନେତାଙ୍କ ପ୍ରଯୋଜନା ଗୃହରେ କାମ କରନ୍ତି । ଗୌରୀ ବିବାହିତା। ତାଙ୍କର ଏକ ଛଅ ବର୍ଷର ପୁଅ ମଧ୍ୟ ରହିଛି। 

erwer

ନୂଆଦିଲ୍ଲୀ: ବଲିଉଡର 'ମିଷ୍ଟର ପରଫେକ୍ସନିଷ୍ଟ' ଆମିର ଖାନ ମାର୍ଚ୍ଚ ୧୩ ତାରିଖରେ ମିଡିଆ ସହିତ ପ୍ରି- ଜନ୍ମଦିନ ପାଳନ କରିଥିଲେ। ଅମିର ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବିଶେଷ କିଛି ଆଲୋଚନା କରନ୍ତି ନାହିଁ । କିନ୍ତୁ ଚଳିତ ଥର ଦେଖିବାକୁ ଗଲେ ଅମିର ପ୍ରି-ବାର୍ଥଡେ କାର୍ଯ୍ୟକ୍ରମରେ ପ୍ରେମିକା ଗୌରୀ ସ୍ପ୍ରେଟଙ୍କ ସହ ସମସ୍ତଙ୍କୁ ପରିଚିତ କରାଇଥିଲେ। ଏହା ପରେ ସୋସିଆଲ ମିଡିଆରେ ଗୌରୀ କିଏ? ତାହା ଜାଣିବା ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଭରି ଯାଇଥିଲା।  

ଅମିର ଖାନ ଏବଂ ଗୌରୀ ସ୍ପ୍ରେଟ ପରସ୍ପରକୁ ଦୀର୍ଘ ୨୫ ବର୍ଷ ଧରି ଜାଣନ୍ତି ବୋଲି ଜଣାପଡ଼ିଛି। ବେଙ୍ଗାଲୁରୁରେ ରହୁଥିବା ଗୌରୀ ଅଭିନେତାଙ୍କ ପ୍ରଯୋଜନା ଗୃହରେ କାମ କରନ୍ତି । ଗୌରୀ ବିବାହିତା। ତାଙ୍କର ଏକ ଛଅ ବର୍ଷର ପୁଅ ମଧ୍ୟ ରହିଛି। 

ଅମିର ଖାନ ପ୍ରି-ବାର୍ଥଡେ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ କହିଛନ୍ତି, ‘ଯଦିଓ ମୁଁ ବର୍ତ୍ତମାନ ତୃତୀୟ ବିବାହ ବିଷୟରେ କୌଣସି ଚିନ୍ତା ନାହିଁ। କିନ୍ତୁ ଗୌରୀଙ୍କ ସହିତ ସମ୍ପର୍କରେ ଥିବା ନେଇ ମୁଁ ସ୍ପଷ୍ଟ କରି ପାରିବି। ମୁଁ ଜାଣିନାହିଁ ଯେ ୬୦ ବର୍ଷ ବୟସରେ ବିବାହ ମୋତେ ଶୋଭା ଦେବ କି ନାହିଁ। କିନ୍ତୁ ଏତିକି କହି ପାରି କି ମୁଁ ବହୁତ ଭାଗ୍ୟବାନ ଯେ ମୋର ପୂର୍ବତନ ପତ୍ନୀମାନଙ୍କ ସହିତ ମୋର ଭଲ ସମ୍ପର୍କ ଅଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe