ଓସ୍କାର ପାଇଁ ମନୋନୀତ ହୋଇଥିବା ଅମୀର୍‌ ଖାନଙ୍କ ହିନ୍ଦୀ ସିନେମା

Advertisment
ଓସ୍କାର ପାଇଁ ମନୋନୀତ ହୋଇଥିବା ଅମୀର୍‌ ଖାନଙ୍କ ହିନ୍ଦୀ ସିନେମା

ସଂପ୍ରତି ରାଜ କୁମାରଙ୍କ ଅଭିନୀତ ଫିଲ୍ମ ‘ନିଉଟନ୍‌’ ଓସ୍କାରରେ ଏଣ୍ଟ୍ରି ନେଇଛି। ଏହାର କାହାଣୀ ନିଉଟନ୍‌ କୁମାର୍‌ ନାମକ ଜଣେ ସରକାରୀ କିରାଣୀଙ୍କ ଉପରେ ପର୍ଯ୍ୟବସିତ,ଯିଏକି ଏକ ନକ୍ସଲ୍‌ ପ୍ରଭାବିତ ଅଞ୍ଚଳରେ ନିର୍ବାଚନ ପରିଚାଳନା କରିଛନ୍ତି।କିନ୍ତୁ ଆପଣ ଜାଣନ୍ତିକି ବଲିଉଡର ମିଷ୍ଟର ପରଫେକସନିଷ୍ଟଅମୀର୍‌ ଖାନ୍‌ଙ୍କ ଅଭିନୀତ ସର୍ବାଧିକ ସିନେମା ଓସ୍କାର ପାଇଁ ମନୋନୀତ ହୋଇଛି।

ହଙ୍ଗ୍‌କଙ୍ଗ୍‌ରେ ବାଜିମାତ କଲା ‘ଦଙ୍ଗଲ’

ଅମୀର୍‌ ଖାନ୍‌ଙ୍କ ଅଭିନୀତ‘ଲଗାନ’ହେଉଛି ତୃତୀୟ ଭାରତୀୟ ସିନେମା,ଯାହା ଓସ୍କାର ପାଇଁ ନାମାଙ୍କିତ ହୋଇଥିଲା।ଏହି ସିନେମା ଶେଷ ରାଉଣ୍ଡରେ ମଧ୍ୟ ଥିଲା ବୋଲି କୁହାଯାଉଥିଲା ମାତ୍ର ଏହା ପୁରସ୍କାରରୁ ବଞ୍ଚିତ ହୋଇଥିଲା।ଅମୀର୍‌ ଖାନ୍‌ଙ୍କ ଅନ୍ୟ ଏକ ସିନେମା ‘ରଙ୍ଗ୍‌ ଦେ ବସନ୍ତୀ’ମଧ୍ୟ ଓସ୍କାରରେ ଏଣ୍ଟ୍ରି ପାଇଥିଲା,ଯାହାର ନିର୍ଦ୍ଦେଶନା ଦେଇଥିଲେ ରାକେଶ ଓମ୍‌ ପ୍ରକାଶ ମେହେରା।ଠିକ୍‌ ସେହିପରି ଅମୀର୍‌ ଖାନ୍‌ଙ୍କ ପ୍ରଯୋଜିତ,ନିର୍ଦ୍ଦେଶିତ ଏବଂ ଅଭିନୀତ ‘ତାରେ ଜମୀନ୍‌ ପର୍‌’ମଧ୍ୟ ଓସ୍କାର ପାଇଁ ନାମାଙ୍କିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe