ପୋଷ୍ଟ ସେୟାର କରି ଅଭିଷେକ କହିଲେ,‘ବହୁତ କିଛି କହିବାର ଅଛି କିନ୍ତୁ...’

Advertisment

ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ସେୟାର କରି ଅଭିଷେକ କ୍ୟାପସନରେ ଲେଖିଛନ୍ତି, 'ବହୁତ କିଛି କହିବାକୁ ଅଛି, କିନ୍ତୁ ଏକ ଚଳଚ୍ଚିତ୍ର ହଜାର ହଜାର ଶବ୍ଦ କହିଥାଏ। #IWantToTalk ନଭେମ୍ବର ୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।’

ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ସେୟାର କରି ଅଭିଷେକ କ୍ୟାପସନରେ ଲେଖିଛନ୍ତି, 'ବହୁତ କିଛି କହିବାକୁ ଅଛି, କିନ୍ତୁ ଏକ ଚଳଚ୍ଚିତ୍ର ହଜାର ହଜାର ଶବ୍ଦ କହିଥାଏ। #IWantToTalk ନଭେମ୍ବର ୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।’

ଫଡ଼

ନୂଆଦିଲ୍ଲୀ: ଅଭିଷେକ ବଚ୍ଚନ କିଛିଦିନ ହେବ ବିଭିନ୍ନ କାରଣକୁ କେନ୍ଦ୍ର କରି ଚର୍ଚ୍ଚାରେ ରହିଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ମତାନ୍ତର ଠାରୁ ଆରମ୍ଭ କରି ନିମ୍ରତ କୌରଙ୍କ ସହ ତାଙ୍କ ସମ୍ପର୍କ, ପ୍ରୋ କବାଡି ଲିଗ୍ ସହିତ ନିକଟରେ ତାଙ୍କ ପିତାଙ୍କ ସହ ସମ୍ପତ୍ତି କ୍ରୟ କରିଥିବାକୁ ନେଇ ଅଭିଷେକ ଲାଇମଲାଇଟକୁ ଆସିଛନ୍ତି।  

ଏସବୁ ମଧ୍ୟରେ ଯାହାକୁ ନେଇ ଅଧିକ ଚର୍ଚ୍ଚା ହେଉଛି ତାହା ହେଉଛି ଅଭିନେତାଙ୍କ ପୋଷ୍ଟ। ଏହି ପୋଷ୍ଟରେ ଅଭିଷେକ ପ୍ରଶଂସକମାନଙ୍କୁ ଏକ ଭଲ ଖବର ଦେଇଛନ୍ତି।

ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାଆନ୍ତି। ନିକଟରେ ସେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ଅଭିଷେକ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଆ ୱାଣ୍ଟ ଟୁ ଟକ'ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। 

ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ସେୟାର କରି ଅଭିଷେକ କ୍ୟାପସନରେ ଲେଖିଛନ୍ତି, 'ବହୁତ କିଛି କହିବାକୁ ଅଛି, କିନ୍ତୁ ଏକ ଚଳଚ୍ଚିତ୍ର ହଜାର ହଜାର ଶବ୍ଦ କହିଥାଏ। #IWantToTalk ନଭେମ୍ବର ୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।’

abhishek bachchan, abhishek bachchan upcoming movies, Abhishek Bachchan Post viral, abhishek bachchan movie i want to talk, i want to talk, आई वॉन्ट टू टॉक, अभिषेक बच्चन, अभिषेक बच्चन की आने वाली फिल्में, अभिषेक बच्चन अपकमिंग फिल्म्स

ଏହି ଚଳଚ୍ଚିତ୍ରରେ ଅଭିନେତାଙ୍କ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ତାଙ୍କ ପ୍ରଶଂସକଙ୍କ ସହ ତାଙ୍କର ଘନିଷ୍ଠ ବନ୍ଧୁମାନେ ମଧ୍ୟ ଅଭିନେତାଙ୍କ ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଉଛନ୍ତି। 

ଅଧିକପଢ଼ନ୍ତୁ:https://sambad.in/sports/vinesh-phogat-wrestling-retirement-u-turn-7354607

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe