ମୋଦୀଙ୍କୁ ଧମକ ଦେଇଥିବା ପାକ୍ ଅଭିନେତ୍ରୀଙ୍କ ସମର୍ଥନରେ ବାହାରିଲେ ଏହି ମଡେଲ, ସେୟାର କଲେ ନିଜର ନଗ୍ନ ଫଟୋ

ମୋଦୀଙ୍କୁ ଧମକ ଦେଇଥିବା ପାକ୍ ଅଭିନେତ୍ରୀଙ୍କ ସମର୍ଥନରେ ବାହାରିଲେ ଏହି ମଡେଲ, ସେୟାର କଲେ ନିଜର ନଗ୍ନ ଫଟୋ

amarujala.com

ମୁମ୍ବାଇ : କିଛି ଦିନ ତଳେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଧମକ ଦେଇ ଚର୍ଚ୍ଚାକୁ ଆସିଥିଲେ ପାକିସ୍ତାନର ପପ୍ କଣ୍ଠଶିଳ୍ପୀ ରବି ପୀରଜାଦା। ଦେହରେ ବୋମା ଗୁଡ଼ାଇ ଓ ସାପକୁ ଧରି ଫଟୋ ସେୟାର କରିବା ସହ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧମକ ଦେଇଥିଲେ। ଏହା ପରେ ପରେ ସୋସିଆଲ ମିଡିଆରେ ତାଙ୍କର ନଗ୍ନ ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା, ଯାହା ପାଇଁ ଲୋକେ ତାଙ୍କୁ ଟ୍ରୋଲ କରିଥିଲେ। ନିନ୍ଦା ଶୁଣିବା ପରେ ରବି ମନୋରଞ୍ଜନ ଜଗତରୁ ବିଦାୟ ନେଉଥିବା ନେଇ ସମସ୍ତଙ୍କୁ ଜଣାଇବା ସହ ଭଗବାନ ସେ କରିଥିବା ପାପ ପାଇଁ ତାଙ୍କୁ କ୍ଷମା କରନ୍ତୁ ବୋଲି ଲେଖିଥିଲେ ରବି। ଏବେ ତାଙ୍କୁ ଟ୍ରୋଲ କରାଯାଉଥିବା ଦେଖି ସମର୍ଥନ ଜଣାଇ ଜଣେ ମଡେଲ ନିଜର ନଗ୍ନ ଫଟୋ ଟୁଇଟରରେ ସେୟାର କରିଥିବା ଦେଖାଯାଇଛି।

प्राइवेट वीडियो और कुछ तस्‍वीरें ऑनलाइन लीक oneindia.com

ରବିଙ୍କୁ ସମର୍ଥନ ଜଣାଇ ପାକିସ୍ତାନୀ-ଆଫଗାନୀ ମଡେଲ ମଲିଶା ହିନା ଖାନ୍ ନିଜର ନଗ୍ନ ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରି #ସପୋର୍ଟରବିପୀରଜାଦା ଓ #ଆଇଆମରବିପୀରଜାଦା ଲେଖି ରବିଙ୍କୁ ସମର୍ଥନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ତାଙ୍କ ସମର୍ଥନରେ ବାହାରିବା ପାଇଁ ଲେଖିଛନ୍ତି ହିନା। ମଲିଶାଙ୍କ କହିବା ଅନୁଯାୟୀ, ସେ ରବିଙ୍କୁ ସମର୍ଥନ ଜଣାଇବା ପାଇଁ ହିଁ ନିଜର ଟୁଇଟର ଆକାଉଣ୍ଟ ତିଆରି କରିଥିଲେ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe