ଐଶ୍ୱର୍ଯ୍ୟାଙ୍କ ସମ୍ମୁଖରେ ଅଭିଷେକଙ୍କୁ ମିଳିଲା ଆଉ ଜଣଙ୍କ ଚୁମ୍ବନ

Advertisment
ଐଶ୍ୱର୍ଯ୍ୟାଙ୍କ ସମ୍ମୁଖରେ ଅଭିଷେକଙ୍କୁ ମିଳିଲା ଆଉ ଜଣଙ୍କ ଚୁମ୍ବନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଂଜୟ ଦତ୍ତ ଏବଂ ଅଭିଷେକ ବଚ୍ଚନଙ୍କ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି। ଏହି ଭିଡିଓରେ ଦୁହେଁ ଦୁହିଁଙ୍କୁ ଚୁମ୍ବନ ଦେଉଥିବା ଦୃଶ୍ୟ ରହିଛି। ଭିଡିଓରେ ଅଭିନେତ୍ରୀ ତଥା ଅଭିଷେକ ବଚ୍ଚନଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ମଧ୍ୟ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି।

publive-image

ଏହି ଭିଡିଓରେ ଅତ୍ୟଧିକ ମଦ ନିଶାରେ ଐଶ୍ୱର୍ଯ୍ୟାଙ୍କ କାନ୍ଧରେ ସଞ୍ଜୟ ହାତ ପକାଇଥିବାର ମଧ୍ୟ ଦେଖାଯାଉଛି। ଏହି ସମୟରେ ସଞ୍ଜୟ ଦତ୍ତ ଅଭିଷେକଙ୍କୁ ହଠାତ ଚୁମ୍ବନ ଦେବାକୁ ଆରମ୍ଭ କରନ୍ତି ଏବଂ ଏହି ସମୟରେ ଅଭିଷେକ ମଧ୍ୟ ତାଙ୍କୁ ଚୁମ୍ବନ ଦିଅନ୍ତି। ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଅଭିନେତ୍ରୀ ଐଶ୍ୱର୍ଯ୍ୟା ନିଜକୁ ଅସହଜ ମନେ କରି ସେଠାରୁ ଚାଲିଆସନ୍ତି। ଅଭିଷେକଙ୍କ ଘରେ ଏକ ପାର୍ଟି ଥିବା ବେଳେ ଏଭଳି ଘଟଣା ଗଣମାଧ୍ୟମ ସାମ୍ନାକୁ ଆସିଥିଲା। ଏହି ସମୟରେ ସଞ୍ଜୟ ଦତ୍ତ ମଦ ନିଶାରେ ଚୁର ଥିଲେ ଏବଂ ତାଙ୍କୁ ସମ୍ଭାଳିବାକୁ ଯାଇ ଏଭଳି କିଛି ମିଡିଆ ନଜରକୁ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe