ସବୁଜ ବାର୍ତ୍ତା ଦେଉଥିବା ଏହି ଅଟୋ ଚାଳକଙ୍କ ପ୍ରୟାସକୁ ପ୍ରଶଂସା କରି ଟ୍ଵିଟ୍‌ରେ ପୋଷ୍ଟ୍‍ କଲେ ଖିଲାଡି ବୟ

Advertisment
ସବୁଜ ବାର୍ତ୍ତା ଦେଉଥିବା ଏହି ଅଟୋ ଚାଳକଙ୍କ ପ୍ରୟାସକୁ ପ୍ରଶଂସା କରି ଟ୍ଵିଟ୍‌ରେ ପୋଷ୍ଟ୍‍ କଲେ ଖିଲାଡି ବୟ

India TV

ମୁମ୍ବାଇ: ଯଦି ବାସ୍ତବରେ ଆମେ ଆମ ପରିବେଶ ବଞ୍ଚାଇବାକୁ ଚାହାନ୍ତି ତେବେ ଗଛ ଲଗାଇବାର କୌଣସି ବିକଳ୍ପ ନାହିଁ। କୋଲକାତାର ଜଣେ ଅଟୋ ଚାଳକଙ୍କ ବିଷୟରେ ପୂର୍ବରୁ ଆପଣ ଜାଣିଥିବେ ନିଶ୍ଚୟ। ସେ ତାଙ୍କ ଅଟୋ ଉପରେ ରଂଗବେରଂଗର ଗଛରେ ସଜେଇଛନ୍ତି। କେବଳ ଘାସ ନୁହେଁ, ତାଙ୍କ ଅଟୋ ଚାରିପଟରେ ଛୋଟ ଛୋଟ ଗଛ ସବୁ ବି ଦେଖିବାକୁ ମିଳିଥିଲା।

ଏବେ ସେହିପରି ଜଣେ ଅଟୋ ଚାଳକ ମୁମ୍ବାଇରେ ଦେଖିବାକୁ ମିଳିଛନ୍ତି। ଚାଳକ ଜଣକ ତାଙ୍କ ଅଟୋ ଚାରିପଟେ ବିଭିନ୍ନ ଗଛ ଲଗାଇ ସବୁଜ ପରିବେଶର ବାର୍ତ୍ତା ଦେଉଛନ୍ତି।

ଏହି ଅଟୋ ଚାଳକଙ୍କ ନିଜ ଟ୍ଵିଟ୍‌ର ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି ଖିଲାଡି ବୟ ଅକ୍ଷୟ କୁମାର। ସେ ଲେଖିଛନ୍ତି ଯେ ସୁଟ୍‌କୁ ଗଲା ବେଳେ ଜଣେ ଅଟୋ ଚାଳକଙ୍କର ସବୁଜ ବାର୍ତ୍ତା ଦେବାର ଏପରି ପ୍ରାୟାସ ତାଙ୍କୁ ଆନନ୍ଦିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe