କରୋନା ପଜିଟିଭ ଚିହ୍ନଟ ହେଲେ ଖିଲାଡୀ ଷ୍ଟାର ଅକ୍ଷୟ କୁମାର, ଟ୍ୱିଟ କରି ଦେଲେ ସୂଚନା

Advertisment
ଆକ୍ରମଣକାରୀଙ୍କ ଉପରେ ବେଶୀ ପଢ଼ୁଛେ, ଆମ ରାଜାଙ୍କ ଉପରେ ଦୁଇ ଧାଡି: ଅକ୍ଷୟ କୁମାର

photo-the hindu

ମୁମ୍ବାଇ: କରୋନା ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବଢୁଥିବାବେଳେ ଏବେ କରୋନା ସଂକ୍ରମିତ ହୋଇଛନ୍ତି ବଲିଉଡ ଖିଲାଡୀ ଷ୍ଟାର ଅକ୍ଷୟ କୁମାର | ଅକ୍ଷୟ ନିଜେ ଟ୍ୱିଟ କରି ଏବାବଦରେ ସୂଚନା ଦେଇଛନ୍ତି |


ନିଜ ଟ୍ୱିଟରେ ସେ ଲେଖିଛନ୍ତି ଯେ କୋଭିଡ-୧୯ ପଜିଟିଭ ହୋଇ ଏବେ ସେ ହୋମ କ୍ଵାରାଣ୍ଟିନରେ ଅଛନ୍ତି | ତେଣୁ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ନିଜେ ଟେଷ୍ଟ କରାଇନେବାକୁ ସେ ଅନୁରୋଧ କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe