ଅମିତାଭଙ୍କ ସହ ଅଭିନୟ ପୂର୍ବରୁ ଅମିର ଶାହରୁଖଙ୍କ ସହାୟତା ଲୋଡ଼ିଥିଲେ

Advertisment
ଅମିତାଭଙ୍କ ସହ ଅଭିନୟ ପୂର୍ବରୁ ଅମିର ଶାହରୁଖଙ୍କ ସହାୟତା ଲୋଡ଼ିଥିଲେ

ଅମିର ଖାନ ହୁଏତ ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ହୋଇପାରନ୍ତି। ମାତ୍ର ଯେବେ ସେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହ ପ୍ରଥମଥର ପାଇଁ କାମ କରିବା ପାଇଁ ଯାଉଥିଲେ ସେ ନର୍ଭସ ହୋଇଯାଇଥିଲେ। ସେଥିପାଇଁ ସେ ଶାହରୁଖ ଖାନ୍‌ଙ୍କ ସହାୟତା ଲୋଡ଼ିଥିଲେ। ଏକ ନିଉଜ୍‌ ପୋର୍ଟାଲକୁ ଦେଇଥିବା ସାକ୍ଷାତକାରରେ ଅମିର ଖାନ୍‌ କହିଛନ୍ତି, ବିଗ୍‌ ବି’ଙ୍କ ସହ ଅଭିନୟ ପୂର୍ବରୁ ମୁଁ ଶାହରୁଖଙ୍କୁ ଭେଟିବା ସହ ପଚାରିଥିଲି, ଅମିତାଭଙ୍କ ନିକଟରେ ମୁଁ ‌ଧୂମ୍ରପାନ କରିପାରିବି କି? ଶାହରୁଖ୍‌ କହିଥିଲେ, ତୁମେ ଏହା କରିପାରିବ। ମାତ୍ର ପ୍ରଥମେ କିଛି ଦୂରତା ରକ୍ଷା କରି ଏପରି କରିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe