ଅମିତାଭ ବଚ୍ଚନଙ୍କ ବ୍ରେକିଂ ନିଉଜ୍‌.. ମୋ ଘରେ ବାଦୁଡ଼ି ପଶିଗଲା

Advertisment
ଅମିତାଭ ବଚ୍ଚନଙ୍କ ବ୍ରେକିଂ ନିଉଜ୍‌.. ମୋ ଘରେ ବାଦୁଡ଼ି ପଶିଗଲା

ABP Live - ABP News

କରୋନା ମହାମାରୀ ବେଳେ ବଲିଉଡ୍‌ ସୁପରଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବିଗ୍‌ ବି’ ନିଜ ଇନଷ୍ଟାଗ୍ରାମ୍‌ ପୃଷ୍ଠା‌ରେ ଲେଖିଛନ୍ତି, ଏହି ଘଣ୍ଟାର ଖବର ହେଉଛି, ଗୋଟେ ବାଦୁଡ଼ି ମୋ ଘରେ ପଶି ଯାଇଛି। ସେ ଏକଥା ବି ଲେଖିଛନ୍ତି, ଜୁହୁ ଅଞ୍ଚଳରେ ବାଦୁଡ଼ି ମୁଁ କେବେ ବି ଦେଖିନଥିଲି। ମୁଁ ଏକୁଟିଆ ଥିବା ସମୟରେ ଏକ ବାଦୁଡ଼ି ମୋ ରୁମ୍‌ ମଧ୍ୟକୁ ପଶି ଆସିଥିଲା। ତାକୁ କ’ଣ ଆମ ଘର ହିଁ ମିଳିଥିଲା! ତେବ‌େ ବାଦୁଡ଼ିକୁ ସେ କିପରି ଘରୁ ତଡ଼ିଲେ ତାହା ବି ବିଗ୍‌-ବି’ ଉଲ୍ଲେଖ କରିଛନ୍ତି। ଅମିତାଭ ଏହି ପୋଷ୍ଟ ସେୟାର କରିବା ପରେ ଭୂମି ପେଡନେକର୍‌, ଡାଏନା ପେଣ୍ଟି, ଆହାନା କୁମ୍ରାଙ୍କ ସମେତ ବହୁ ପ୍ରଶଂସକ ନିଜର ଯତ୍ନ ନିଅନ୍ତୁ ବୋଲି ବିଗ୍‌-ବି’ଙ୍କୁ ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe