ତିନିବର୍ଷ ତଳେ କ୍ରୟ କରିଥିବା ଘରକୁ ବିକ୍ରି କଲେ ଅମିତାଭ

Advertisment

ଅମିତାଭ ବିକ୍ରି କରିଥିବା ଘର ୧.୫୫ ଏକରର ରହିଛି। ଯେଉଁଥିରେ ୪,୫ ଓ ୬ ବିଏଚକେର କୋଠା ରହିଛି।  ଏହି କୋଠାକୁ ବିକ୍ରି କରି ଅମିତାଭ ବଚ୍ଚନ ୧୬୮ ପ୍ରତିଶତ ଲାଭ ପାଇଥିବା ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ରହିଛି।

ଅମିତାଭ ବିକ୍ରି କରିଥିବା ଘର ୧.୫୫ ଏକରର ରହିଛି। ଯେଉଁଥିରେ ୪,୫ ଓ ୬ ବିଏଚକେର କୋଠା ରହିଛି।  ଏହି କୋଠାକୁ ବିକ୍ରି କରି ଅମିତାଭ ବଚ୍ଚନ ୧୬୮ ପ୍ରତିଶତ ଲାଭ ପାଇଥିବା ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ରହିଛି।

00


ନୂଆଦିଲ୍ଲୀ: ହିନ୍ଦୀ ସିନେ ଜଗତରେ ଶେହେନ୍‌ଶାହ, ସୁପର୍‌ଷ୍ଟାର୍ ଅଫ୍ ଦ ମିଲେନିୟମ୍ ଓ ବିଗ୍ ବି ନାମରେ ବେଶ୍ ଜଣାଶୁଣା  ଥିବା  ଅମିତାଭ ବଚ୍ଚନ ସମ୍ପ୍ରତି ତାଙ୍କର ତିନିବର୍ଷ ପୁରୁଣା ଘରକୁ ବିକ୍ରି କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ଅଧିକପଢ଼ନ୍ତୁ:ଭାରତ ଜର୍ସିରେ ପାକିସ୍ତାନର ନାମ ନରଖିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ: ବିସିସିଆଇକୁ ଆଇସିସିର ଜବାବ

ସୂଚନାଯୋଗ୍ୟ, ଅମିତାଭ ବିକ୍ରି କରିଥିବା ଘର ୧.୫୫ ଏକରର ରହିଛି। ଯେଉଁଥିରେ ୪,୫ ଓ ୬ ବିଏଚକେର କୋଠା ରହିଛି।  ଏହି କୋଠାକୁ ବିକ୍ରି କରି ଅମିତାଭ ବଚ୍ଚନ ୧୬୮ ପ୍ରତିଶତ ଲାଭ ପାଇଥିବା ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ରହିଛି।

ଅମିତାଭ ସମ୍ପ୍ରତି ବିକ୍ରି କରିଥିବା କୋଠାକୁ ସେ ୨୦୨୧ ଏପ୍ରିଲ ମାସରେ ୩୧ କୋଟି ଟଙ୍କାରେ କ୍ରୟ କରିଥିଲେ। ୨୦୨୫ ଜାନୁଆରିରେ ବିଗ ବି ତାଙ୍କର ଏହି କୋଠାକୁ ବିକ୍ରି କରି ଦେଇଛନ୍ତି। 
ଏହି ଘରକୁ ଅମିତାଭ ୨୦୨୧ରେ ଅଭିନେତ୍ରୀ କୃତି ସେନନଙ୍କୁ ଭଡ଼ାରେ ରହିବାକୁ ଦେଇଥିଲେ। କୃତି ଏହି କୋଠାରେ ରହିବାକୁ  ୬୦ଲକ୍ଷ ଟଙ୍କାର ସିକ୍ୟୁରିଟି ମନି ଦେବା ସହିତ ମାସକୁ ୧୦ଲକ୍ଷ ଟଙ୍କା ଭଡ଼ା ବାବଦକୁ ଦେଉଥିଲେ। 

ଅଧିକପଢ଼ନ୍ତୁ:ଚର୍ଚ୍ଚାରେ ମହାକୁମ୍ଭ‌କୁ ଆସିଥିବା ୧୦ବର୍ଷର ନାଗା ସାଧୁ

୧୯୬୯ ମସିହା ନଭେମ୍ବର ମାସ ୭ ତାରିଖରେ ମୁକ୍ତିଲାଭ କରିଥିବା ସାତ୍ ହିନ୍ଦୁସ୍ତାନୀ ହେଉଛି ଅମିତାଭଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର । ୧୯୭୦ ଦଶକର ପ୍ରଥମାର୍ଦ୍ଧରେ ପ୍ରଥମାର୍ଦ୍ଧରେ ଜଞ୍ଜିର୍ ଓ ଦିୱାର୍ ଭଳି ଚଳଚ୍ଚିତ୍ରରେ କରିଥିବା ଅଭିନୟ ଅମିତାଭଙ୍କୁ ଲୋକପ୍ରିୟ କରାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe