‘କେବିସି-୯’କୁ ମିଳିଲା ପ୍ରଥମ କୋଟିପତି ପ୍ରତିଯୋଗୀ

Advertisment
‘କେବିସି-୯’କୁ ମିଳିଲା ପ୍ରଥମ କୋଟିପତି ପ୍ରତିଯୋଗୀ

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ରିଆଲିଟି ସୋ’ ‘କେବିସି-୯’କୁ ମିଳିଲା ପ୍ରଥମ କୋଟିପତି ପ୍ରତିଯୋଗୀ । ହଁ ଜାମସେଦପୁରର ଅନାମିକା ମଜୁମଦାର ହେଉଛନ୍ତି ସେହି ମହିଳା ପ୍ରତିଯୋଗୀ ଯିଏ ଏଥିରେ ଅଂଶଗ୍ରହଣ କରି ଏକ କୋଟି ଟଙ୍କା ଜିତିଛନ୍ତି।

ଅନାମିକା ଜଣେ ସମାଜସେବୀ। ସେ ଫେଥ୍‌ ଇନ୍‌ ଇଣ୍ଡିଆ ନାମକ ଏକ ଏନ୍‌ ଜି ଓ ଚଳାନ୍ତି। ତାଙ୍କର ଦୁଇଟି ଝିଅ ଅଛନ୍ତି। ଅନାମିକା ମଜୁମଦାର କହିଛନ୍ତି ଯେ ସେ ଏହି ପୁରସ୍କାର ରାଶିରେ ଝାଡଖଣ୍ଡରେ ନିଜଏନ୍‌ ଜି ଓର କାମରେ ବିଯୋଗ କରିବେ। ସେ ଜଣେ ନୃତ୍ୟଶିଳ୍ପୀ ମଧ୍ୟ। ସେ ବସ୍ତିରେ ରହୁଥିବା ପିଲାମାନଙ୍କୁ ନୃତ୍ୟ ବି ଶିକ୍ଷା ଦେଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe