ଅନନ୍ତ ମହାପାତ୍ରଙ୍କ ‘ଭାବାନ୍ତର’

Advertisment

ମର୍ଯ୍ୟାଦାଜନକ ମୋହନ ସୁନ୍ଦର ଦେବଗୋସ୍ବାମୀ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅନନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ଭାବାନ୍ତର’ ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି।

ମର୍ଯ୍ୟାଦାଜନକ ମୋହନ ସୁନ୍ଦର ଦେବଗୋସ୍ବାମୀ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅନନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ଭାବାନ୍ତର’ ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି।

fgfbvb

ମର୍ଯ୍ୟାଦାଜନକ ମୋହନ ସୁନ୍ଦର ଦେବଗୋସ୍ବାମୀ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅନନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ଭାବାନ୍ତର’ ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି। ଏହାକୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପକ୍ଷରୁ ୟୁ/ଏ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ଇତିମଧ୍ୟରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଏହା ପ୍ରଦର୍ଶିତ ହୋଇସାରିଛି। ଏଥିରେ ସୂର୍ଯ୍ୟମୟୀ, ଅଭିଷେକ ଗିରି, ରବି ତ୍ରିପାଠୀ, ମିଲନ୍, ବିନାୟକ ମିଶ୍ର, ସରୋଜ ନନ୍ଦ, ମମତା ସାହୁ ଓ ପ୍ରିୟା ବିଶୋଇ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ପତି, ପତ୍ନୀ ଓ ପ୍ରେମିକଙ୍କ ତ୍ରିକୋଣୀୟ ସଂପର୍କକୁ ନେଇ ଗଢ଼ିଉଠିଥିବା ଅଜୟ ମହାପାତ୍ରଙ୍କ କାହାଣୀ ଆଧାରିତ ଏହି ଛବିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ଅନନ୍ତ ମହାପାତ୍ର। ଧ୍ରୁବାନନ୍ଦ ପଣ୍ଡା ଏହାର ସିନେମାଟୋଗ୍ରାଫର୍। ଶକ୍ତି ପ୍ରସାଦ ମିଶ୍ର ଏଥିରେ ସ୍ବରସଂଯୋଜନା କରିଥିବା ବେଳେ ଗୀତ ରଚନା କରିଛନ୍ତି ବର୍ଷିୟାନ୍ ଗୀତିକାର ଦେବଦାସ ଛୋଟରାୟ। ସୁସ୍ମିତା ଦାସ ଏଥିରେ କଣ୍ଠଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe