ଆସୁଛନ୍ତି ଅର୍ପଣ

Advertisment
ଆସୁଛନ୍ତି ଅର୍ପଣ

ତୁ ମୋର ଦିଲ୍ ତୁ ମୋର ଜାନ୍, ପ୍ରେମ ଲଗାନା ଆଉ ଏବେ ସୁଟିଂ ପାଇଁ ସଜବାଜ ହେଉଛି ଆଉ ଏକ ନୂଆ ମ୍ୟୁଜିକ୍ ଆଲବମ୍, ଯାହାର ମୁଖୁଡ଼ା ଲାଇନ୍ ରହିଛି ‘ତୋ ବିନା ଜିଇବା ଟା ମୁସ୍କିଲ୍‌’। ଏବେ ପ୍ରେମ ବିରହ ଗୀତଦୃଶ୍ୟରେ ଅଭିନେତା ଅର୍ପଣଙ୍କ ଡିମାଣ୍ଡ ବଢ଼ିଛି। ହ୍ୟାଣ୍ଡସମ୍ ଫିଗର ସାଙ୍ଗକୁ ଡ୍ରାମାରେ ତାଙ୍କ ଆକ୍ସନ୍, ଏକ୍ସପ୍ରେସନ୍ ଏବଂ ଡ୍ୟାନ୍ସରେ ବି କିଛି ନିଆରା ଭାବଭଙ୍ଗୀ ଦେଖିବାକୁ ମିଳୁଛି। ସିଭିଲ୍ ଇଞ୍ଜିନିୟରିଂ ଓ ଏମ୍‌ବିଏ କରିଥିବା ଅର୍ପଣ ମହାନ୍ତି ଅଭିନୟ ପ୍ରତି ଅଧିକ ଅନୁରକ୍ତ। ପୂର୍ବରୁ ‘କ୍ରିଷ୍ଣା ଗୋବିନ୍ଦା’ ଓ ‘ହତ୍ୟା’ ଚଳଚ୍ଚିତ୍ରରେ ତାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe