ଆମେରିକାରେ ଆର୍ଯ୍ୟନ ଖାନ୍‌ଙ୍କ ମସ୍ତି

Advertisment
ଆମେରିକାରେ ଆର୍ଯ୍ୟନ ଖାନ୍‌ଙ୍କ ମସ୍ତି

Deccan Chronicle

ଶାହରୁଖ୍‌ ଖାନଙ୍କ ପୁତ୍ର ଆର୍ଯ୍ୟନ ଖାନ୍‌ ଅଧିକାଂଶ ସମୟ ଆମେରିକାରେ କଟାଉଛନ୍ତି। ଉଚ୍ଚ ପାଠ୍ୟକ୍ରମ ପାଇଁ ସେ ଆମେରିକାରେ ରହୁଥିବା ବ‌େଳେ ସେଠାରେ ରାଜକୀୟ ଜୀବନ ଉପଭୋଗ କରୁଛନ୍ତି। ଯେତେବେଳେ ସମସ୍ତେ ଘର ମଧ୍ୟରେ ତାଲାବନ୍ଦୀ ଅଛନ୍ତି, ସେତେବେଳେ ଆର୍ଯ୍ୟନ କାବୋର ସନି ବିଚ୍‌ରେ ଭିଟାମିନ୍‌-ଡି ଗ୍ରହଣ କରୁଛନ୍ତି। ଏହି ତାରକା ପୁତ୍ରଙ୍କ ଅନେକ ପ୍ରଶଂସକ ଏହି ଫଟୋଗୁଡ଼ିକୁ ସେୟାର କରିଛନ୍ତି। ନିକଟରେ ଯେବେ ଆର୍ଯ୍ୟନ ମେକ୍ସିକୋ ଟ୍ରିପ୍‌ରେ ଯାଇଥିଲେ ଯେତେବେଳେ ମଧ୍ୟ ଏହା ଅନ୍‌ଲାଇନରେ ଚର୍ଚ୍ଚିତ ହୋଇଥିଲା। ଶାହରୁଖଙ୍କ ଭଳି ଆର୍ଯ୍ୟନଙ୍କର ମଧ୍ୟ ବିଚ୍‌ରେ ଭାରି ସଉକ। ଏଥିସହ ସାଙ୍ଗମେଳରେ ପାର୍ଟି କରିବା ଓ ଏକାଠି ମଜା କରିବା ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe