ସୁନୀଲ ସେଟ୍ଟୀଙ୍କ ସହ ଅଭିନୟ କରିବାକୁ ଚାହାନ୍ତି ଝିଅ ଅଥିୟା ସେଟ୍ଟୀ

Advertisment
ସୁନୀଲ ସେଟ୍ଟୀଙ୍କ ସହ ଅଭିନୟ କରିବାକୁ ଚାହାନ୍ତି ଝିଅ ଅଥିୟା ସେଟ୍ଟୀ

India Today

ମୁମ୍ବାଇ: ଧଡକନ୍‌ ବୟ ସୁନୀଲ ସେଟ୍ଟୀଙ୍କ ସହ ଅଭିନୟ କରିବାକୁ ଚାହାନ୍ତି ଝିଅ ଆଥିୟା ସେଟ୍ଟୀ। ଆଥିୟା ୨୦୦୫ ମସିହାରେ ‘ହିରୋ’ ଚଳଚ୍ଚିତ୍ରରୁ ବଲିଉଡ୍‌ ଡେବ୍ୟୁ କରି ସାରିଛନ୍ତି। ସେ ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ ତାଙ୍କ ଘରେ କେହି କେବେ କାହାକୁ ଉପଦେଶ ଦିଅନ୍ତି ନାହିଁ। କାହାକୁ କେଉଁ କ୍ୟାରିୟର୍‌ ବାଛିବାର ଅଛି ସେ ନିଷ୍ପତି ସଂପୂର୍ଣ୍ଣ ବ୍ୟକ୍ତିଗତ। ଏ କ୍ଷେତ୍ରରେ ତାଙ୍କ ପରିବାରରେ କେହି କେବେ କାହା ଉପରେ ଚାପ ପକାନ୍ତ ନାହିଁ। ତାଙ୍କ ସହ ଯାହା ହୋଇଥିଲା ଏବେ ତାଙ୍କ ଭାଇଙ୍କ ସହ ବି ସେୟା ହେଉଛି।

View this post on Instagram

bestie for life ♥️ #hihukkuhaihai ??

A post shared by Athiya Shetty (@athiyashetty) on

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସୁନୀଲ ସେଟ୍ଟୀଙ୍କ ପୁଅ ଆହାନା ବି ବଲିଉଡ୍‌ରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ତେଲୁଗୁ ଚଳଚ୍ଚିତ୍ର ‘ଆର୍‌ଏକ୍ସ୧୦୦’ର ରିମିକ୍‌ ଭର୍ସନରେ ଡେବ୍ୟୁ କରିବେ ବୋଲି ସୂଚନା ରହିଛି।

View this post on Instagram

? @rahuljhangiani

A post shared by Athiya Shetty (@athiyashetty) on

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe