ପୂଜାରେ ପ୍ରେକ୍ଷାଳୟକୁ ଆସିଲା ‘ବାଳୀ: ଦ ସେଭିଅର୍’

Advertisment
ପୂଜାରେ ପ୍ରେକ୍ଷାଳୟକୁ ଆସିଲା ‘ବାଳୀ: ଦ ସେଭିଅର୍’

facebook

ସିନେମାର ଶୀର୍ଷକ ରହିଛି ‘ବାଳୀ: ଦ ସେଭିଅର୍’। ଜଣେ ସାଧାରଣ ଯୁବକ ହୋଇ ବସ୍ତିବାସିନ୍ଦାଙ୍କ ପାଇଁ କିପରି ନିଜ ଜୀବନକୁ ବାଜି ଲାଗାଇ ଦେଉଛି ତାହା ତାଙ୍କ ଚରିତ୍ର ମାଧ୍ୟମରେ ପ୍ରତିଫଳିତ ହୋଇଛି। ଏଥିରେ ତାଙ୍କ ଜୀବନସାଥୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତିି ମାମା ସାମଲ। କାହାଣୀର ଅନ୍ୟ ପ୍ରମୁଖ ଚରିତ୍ରରେ ଅଛନ୍ତି ଅଶ୍ରୁମୋଚନ ମହାନ୍ତି, ଚୌଧୁରୀ ଜୟପ୍ରକାଶ ଦାସ ଏବଂ ବାପି ରାୟ।

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି କେ ମୁରଲୀକ୍ରିଷ୍ଣା। ଗତ ସପ୍ତାହରେ ଭୁବନେଶ୍ବରର ସିନେପଲିସ୍ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବହୁପ୍ରତିକ୍ଷୀତ ଓଡ଼ିଆ ଚଳଚ୍ଚିତ୍ର ‘ବାଳୀ: ଦ ସେଭିଅର୍’ର ପ୍ରମିୟର ସୋ’ରେ ଦର୍ଶକଙ୍କ ଗହଳି ଲାଗିଥିଲା। ହଲ୍‌ରେ ବାଳୀ ଚରିତ୍ରରେ ସୂର୍ଯ୍ୟକାନ୍ତଙ୍କ ଆକ୍ସନ୍, ଫାଇଟ୍, ଡ୍ରାମା ଡାଇଲଗ୍‌ ଓ ଡ୍ୟାନ୍ସ ରୋମାନ୍ସ ଦେଖି ସେମାନେ ପ୍ରଶଂସା କରିଥିଲେ। ପ୍ରଯୋଜନା କ୍ଷେତ୍ରରେ ପାଦ ଦେଇଥିବା ସୂର୍ଯ୍ୟକାନ୍ତ ଦିନେ ଭଲ ଭୂମିକାରେ ଅଭିନୟ କରିବାର ସ୍ବପ୍ନ ଦେଖିଥିଲେ, ତାହା ଆଜି ପୂରଣ ହେଇଛି। ଏହି ଚଳଚ୍ଚିତ୍ରର ନାୟକ ସୂର୍ଯ୍ୟକାନ୍ତ ଏବଂ ପ୍ରଯୋଜକ ବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe