ବର୍ଷାଙ୍କ ବଗିଚା ପ୍ରେମ

Advertisment
ବର୍ଷାଙ୍କ ବଗିଚା ପ୍ରେମ

ବଗିଚା ପ୍ରେମରେ ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ବର୍ଷା ଆଜି କିଛି ଫଟୋ ସେୟାର୍‌ କରିଛନ୍ତି, ଯେଉଁଥିରେ ସେ ତାଙ୍କ ବଗିଚାରେ ଲାଗିଥିବା ଗଛଗୁଡ଼ିକର ଯତ୍ନ ନେଉଛନ୍ତି। ଏହାର କ୍ୟାପସନ୍‌ରେ ସେ ଲେଖିଛନ୍ତି ଯେ ଯାହାର ବଗିଚା ଅଛି, ତା’ର ଭଲ ଓ ବିଶ୍ବସ୍ତ ବନ୍ଧୁଟିଏ ଅଛି। ବର୍ଷାଙ୍କ ଏହି ପୋଷ୍ଟକୁ ପ୍ରଶଂସକମାନେ ଅଧିକରୁ ଅଧିକ ପସନ୍ଦ କରିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe