‘ବେଲ୍‌ ବଟମ୍‌’ର ଟିଜର୍‌ ରିଲିଜ୍‌

‘ବେଲ୍‌ ବଟମ୍‌’ର ଟିଜର୍‌ ରିଲିଜ୍‌

Filmfare.com

ପୂଜା ଏଣ୍ଟରଟେନ୍‌ ପ୍ରଯୋଜିତ ତଥା ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ବେଲ୍‌ ବଟମ୍‌’ର ଟିଜର୍‌ ଆଜି ମୁକ୍ତିଲାଭ କରିଛି। ଭାରତର ସର୍ବୋଚ୍ଚ ଗୁଇନ୍ଦା ସଂସ୍ଥା ର’ ଏଜେଣ୍ଟ ଭୂମିକା‌ରେ ଅକ୍ଷୟଙ୍କୁ ଦେଖିବାକୁ ମିଳୁଛି। ଏହି ଟିଜର୍‌ଟି ୟୁ-ଟ୍ୟୁବ୍‌ରେ ରିଲିଜ୍‌ ହୋଇଥିବା ବେଳେ ପ୍ରଶଂସକମାନେ ଏହାକୁ ଖୁବ୍‌ ପସନ୍ଦ କରିଛନ୍ତି। ଆସନ୍ତାବର୍ଷ ଏପ୍ରିଲ୍‌ ୨ ତାରିଖରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe