ବଲିଉଡ୍‌ର କିଛି ପ୍ରସିଦ୍ଧ ପୋଷ୍ୟ ସନ୍ତାନଙ୍କ ବାପାମାଆ!

Advertisment
ବଲିଉଡ୍‌ର କିଛି ପ୍ରସିଦ୍ଧ ପୋଷ୍ୟ ସନ୍ତାନଙ୍କ ବାପାମାଆ!

ଅନେକଙ୍କ ଧାରଣା ବାପମାଆ କହିଲେ କେବଳ ଜନ୍ମ ଧେଇଥିବା ୨ଟି ପ୍ରାଣୀ। ମାତ୍ର ଯଶୋଧା ଓ କୃଷ୍ଣଙ୍କ କଥା ଆପଣ ଜାଣିଥିବେ ନିଶ୍ଚୟ। ଯଶୋଧା କୃଷ୍ଣଙ୍କୁ ଜନ୍ମ ନ ଦେଇ ବି ସଂସାରର ସର୍ବଶ୍ରେଷ୍ଟ ମାଆ। କଥାଟି ହେଉଛି ପତୃତ୍ୱ ଅବା ମାତୃତ୍ୱ ରକ୍ତରେ ନୁହେଁ ଭାବନାରେ ଥାଏ। ବଲିଉଡ୍‌ରେ ଅଛନ୍ତି ଏପରି କିଛି ବାପାମାଆ, ଯିଏକି ଜନ୍ମ ନ ଦେଇ ବି ଆଦର୍ଶ।

-ସାହିଦ କପୁର ହେଉଛନ୍ତି ଜଣେ ଏପରି ବଲିଉଡ୍‌ ଅଭିନେତା ଯାହାଙ୍କର ଉଭୟ ଷ୍ଟେପ୍‌ ବାପା ଓ ମାଆ ଅଛନ୍ତି।

-ସୈଫ ଅଲ୍ଲୀ ଖାନ୍‌ଙ୍କୁ ବିବାହ ପୂର୍ବରୁ ସୈଫ୍‌ଙ୍କର ସାରା ଇ ଇବ୍ରାହିମ୍‌ ନାମକ ଦୁଇ ପୁଅ ଝିଅ ଥିଲେ। ଯାହାଙ୍କ ସହ କରୀନାଙ୍କ ସଂପର୍କ ବନ୍ଧୁ ପରି।

-ଫର୍‌ହା ଖାନ୍‌ ଏବଂ ଭଉଣୀ ଜୋୟା ହେଉଛନ୍ତି ସାବ୍‌ନା ଅଜ୍‌ମୀଙ୍କ ଷ୍ଟେଫ୍‌ ସନ୍‌ ଆଣ୍ଡ୍‌ ଡଟର୍‌। ସେମାନଙ୍କ ମଧ୍ୟରେ ବି ଦେଖିବାକୁ ମିଳେ ଏକ ସୁନ୍ଦର ସଂପର୍କ।

-ଅର୍ଜୁନ କପୁର ହେଉଛନ୍ତି ଶ୍ରୀଦେବିଙ୍କ ଷ୍ଟେପ୍‌ ସନ। ସେ କହିଛନ୍ତି ଶ୍ରୀଦେବୀ ହେଉଛନ୍ତି ଖାଲି ମୋ ବାପାଙ୍କ ପତ୍ନୀ, ମୋର କିଛି ନୁହଁନ୍ତି। ମାତ୍ର ଶ୍ରୀଦେବୀଙ୍କ ପ୍ରତି ତାଙ୍କ ମନରେ ଯଥେଷ୍ଟ ସମ୍ମାନ ରହିଛି ବୋଲି ଅର୍ଜୁନ ଗଣମାଧ୍ୟମରେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe